ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ଅଭେଲା ନୁ ୮ ବଛର୍ ର ଛୁଆ ର ମୃତ୍ୟୁ ଅଭିଯୋଗ ଆନଲେ ପରିବାର ଲୋକେ।
ଡାକ୍ତରଖାନା ରେ ଉତ୍ତେଜନା।

ବଲାଙ୍ଗିର;୧୫/୦୮(ମୋର୍ ସମିୟା) ଚିକିତ୍ସା ରେ ଅବହେଳା କ୍ଷେତ୍ର ନେ ସବୁବେଲେ ଚର୍ଚ୍ଚା ରେ ଥିଶି ବଲାଙ୍ଗିର ସହର । ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଘଟିଛେ ଅଭାବନୀୟ ଘଟଣା। ଚିକିତ୍ସା ଅବହେଳା ନୁ ୮ ବଛର୍ ଛୁଆ ର ଜୀବନ ଯାଇଛେ । ଟିଟିଲାଗଡ଼ ବ୍ଲକ୍ ଚିକିନବାହାଲି ଗାଁ ର ସ୍ଵସ୍ତିକ ବସ୍ତିଆ କେ ଜର ହେବାର ନୁ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଭର୍ତ୍ତି କରାଯାରଇଥିଲା । କିନ୍ତୁ ପରିବାର ଲୋକଙ୍କର ଅଭିଯୋଗ ଠିକ୍ ଭବେ ଚିକିତ୍ସା ନାଇ କରବାର ନୁ ଛୁଆ ର ଜୀବନ ଗଲା । ଡାକ୍ତରଖାନା ରେ ଡ଼ାକ୍ତର ନାଇ ଥିବାର ନୁ ନର୍ସ ଚିକିତ୍ସା କରିଥିବାର ସାଙ୍ଘାତିକ ଅଭିଯୋଗ ଆନିଛନ ମୃତକ ଙ୍କର ପରିବାର । କିନ୍ତୁ ଇ ବାବଦ ରେ ଏସଡିଏମଓ କେ ପଚରାବାର ନୁ ରକ୍ତ ହୀନତା ଲାଗି ମୃତ୍ୟୁ ହେଇଥିବାର କହିଛନ । ଡାକ୍ତରଖାନା ରେ ଉତ୍ତେଜନା ହେବାର ନୁ ପୋଲିସ ଆସି ପରିବାର ଲୋକ କେ ବୁଝାସୁଝା କରିଥିଲା । ବାରମ୍ବାର ଚିକିତ୍ସା ଅବହେଳା ଲାଗି ଅନେକ ଜୀବନ ଯାଉଥିବର୍ ଅଭିଯୋଗ ଆସୁଛେ ବଲାଙ୍ଗିର ର ଭିନଭିନ୍ ଡାକ୍ତରଖାନା ରୁ, ସାଧାରଣ ଲୋକଙ୍କର ପ୍ରଶ୍ନ କେଭେଆର୍ ଠିକ୍ ହେବା ଜିଲ୍ଲା ର ସ୍ୱାସ୍ଥ୍ୟ ବ୍ୟବସ୍ଥା।