ତାଜା ଖବର

୧୨ ଟା ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କଲେ ସରକାର ।

ବନେ ଦିନୁ ହେଉଥିଲେ ଦାବି ।

ଭୁବନେଶ୍ୱର;୧୭/୦୮(ମୋର୍ ସମିୟା) ୭ ଟା ଜିଲ୍ଲା ର ୧୨ ଟା ଅଞ୍ଚଳ କେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା କଲେ ସରକାର । ସେ ଅଞ୍ଚଳ ମାନେ ହେଲା ସୁବର୍ଣ୍ଣପୁର ର ବୀରମହାରାଜପୁର, ସମ୍ବଲପୁର ର ବାମର,ରେଙ୍ଗାଲି, ଅନୁଗୁଳ ର ପାଲ୍ଲହଡ଼ା, ବାଲେଶ୍ଵର ର ସିମୁଳିଆ, ବସ୍ତା, ମୟୂରଭଞ୍ଜ ର ବେତନଟୀ, ବାଙ୍ଗିରିପୋଷି,ଚିତ୍ରଡ଼ା,ଭଦ୍ରକ ର ତିହିଡି,ଧୁସୁରି ଅଞ୍ଚଳ କେ ଏନଏସି ଘୋଷଣା କରବାର କେ ନିଷ୍ପତି ନେଇଛନ ସରକାର। ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!