ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ଫଣ୍ଡ ରେ ଅର୍ଥ ଅଭାବ, ଖୁଚରା ପଇସା ସଂଗ୍ରହ କରି ଦେଲେ ଛାତ୍ର ଛାତ୍ରୀ।
ବାରମ୍ବାର ଛାତ୍ର ଛାତ୍ରୀ ଙ୍କର ଭିତରେ ଅସନ୍ତୋଷ।

ବଲାଙ୍ଗିର;୧୮/୦୮(ମୋର୍ ସମିୟା) ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କର ଭିତରେ ଅସନ୍ତୋଷ। ଅନେକ ଥର ବିଜୁ ଛାତ୍ର ଜନତା ଦଳ ତରଫ ରୁ ପାନୀୟ ଜଳ,ମୁଖ୍ୟ ରାସ୍ତା ନିର୍ମାଣ,ଲାଇଟ୍,ପାଇଖାନା ଏନ୍ତା ଛାତ୍ର ଛାତ୍ରୀ ଙ୍କର ବହୁତ୍ ସମସ୍ୟା କେ ନେଇ ବିଶ୍ଵ ବିଦ୍ୟାଳୟ କତୃପକ୍ଷ କେ କହେବାର ସତ୍ୱେ ବି କାମ ନାଇ ହେବାର ନୁ ଆଜି ବିଜୁ ଛାତ୍ର ଜନତା ଦଳ ତରଫ ରୁ ଛାତ୍ର ଛାତ୍ରୀ ମାନେ ସଭେ ଠୋଲ ହେଇକରି ଖୁଚୁରା ପଇସା ସଂଗ୍ରହ କରି ବିଶ୍ଵ ବିଦ୍ୟାଳୟ କୁଳପତି କେ ଦେଇଛନ । ବିଶ୍ୱ ବିଦ୍ୟାଳୟ ଫଣ୍ଡ ରେ ଅର୍ଥ ଅଭାବ ରୁ କାମ ନାଇ ହେବାର ବଲି କହୁଛନ ବିଶ୍ଵ ବିଦ୍ୟାଳୟ ଭି.ସି.। ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ଓଡ଼ିଶା ର ଗୁଟେ ବହୁତ୍ ପୁରାତନ ଶିକ୍ଷାନୁଷ୍ଠାନ । କିନ୍ତୁ ଆଜି ବି ଅନେକ ମୌଳିକ ସୁବିଧା ରୁ ଛାତ୍ର ଛାତ୍ରୀ ବଞ୍ଚିତ ହଉଥିବାର ନୁ ଛାତ୍ର ଛାତ୍ରୀ ଙ୍କର ଭିତରେ ଅସନ୍ତୋଷ ଦେଖବାର କେ ମିଲିଛେ । ଆଗମୀ ଦିନ ରେ ଛାତ୍ର ଛାତ୍ରୀ ଙ୍କର ମୌଳିକ ସୁବିଧା ରୁ ବଞ୍ଚିତ କରାଗଲେ ଜୋରଜାର ପ୍ରତିବାଦ ହେବାର ଚେତାବନୀ ଦେଇଛେ ବିଜୁ ଛାତ୍ର ଜନତା ଦଳ।