ଜୀବନଚର୍ଯ୍ୟାତାଜା ଖବର
ନାବାଳିକା କେ ଧାରୁଆ ଅସ୍ତ୍ର ରେ ଟଏଁଟ୍ କାଟି,ବିସ୍ ପି ଦେଲେ ଯୁବକ ।
ବଲାଙ୍ଗିର ରେ ଚାଞ୍ଚଲ୍ୟ ।

ବଲାଙ୍ଗିର;୨୨/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଦର ଥାନା ମାୟବର୍ହା ଗାଁ ରେ ଜଣେ ନାବାଳିକା କେ ଗୁଟେ ଧାରୁଆ ଅସ୍ତ୍ର ରେ ଟଏଟ୍ କାଟି ହତ୍ୟା ଉଦ୍ୟମ କରିଥିଲେ ଜଣେ ଯୁବକ । ଅଭିଯୁକ୍ତ ନାବାଳିକା ଙ୍କର ସମ୍ପର୍କୀୟ ବଲି ଜଣାପଡ଼ିଛେ । ସେ ନାବାଳିକା ଙ୍କର ଘରେ ରାତି ରହିଥିଲେ ଆର୍ ସକାଲପୁଆ କେ ନାବାଳିକା ଙ୍କର ମା କେ ପାଏନ୍ ପିବାର କେ ମାଗିଥିଲେ ଓ ନାବାଳିକା କେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ରକତ ସରସର୍ ଅବସ୍ଥା ରେ ତାହାକୁ ପହେଲା ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛେ । ଘଟଣା ସ୍ଥଳରୁ ଯୁବକ ଫେରାର ମାରି ଗୁଟେ ଚାଷ ଜମି ରେ ବିଷ ପି ଦେଇଥିବାର ବେଲକେ ତାହାକେ ପାଟଣାଗଡ଼ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ଅଭିଯୁକ୍ତ ର ନା ହଳଧର ବରିହା ବଲି ଜଣାପଡ଼ିଛେ । ଘଟଣା ପଛେ ପ୍ରେମ ସଂପର୍କ ଥିବାର ନେଇ ଚର୍ଚ୍ଚା ।
ଘଟଣା ସ୍ଥଳରେ ସଦର ପୋଲିସ ର ତଦନ୍ତ ।