ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

୭ ହଜାର ଟଙ୍କା ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତେ ଧରା ପଡ଼ଲେ ବିଜେପୁର ଥାନା ଏସ୍ଆଇ ।

୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ଏସ୍ଆଇ ।

ବରଗଡ଼;୨୫/୦୮(ମୋର୍ ସମିୟା) ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜାଗା ବରିହା ୭ ହଜାର ଟଙ୍କା ଲାଞ୍ଚ ନେବାରେ ସମିୟା ରେ ଧରିଦେଲା ଭିଜିଲାନ୍ସ। ଜଣେ କବାଡି ବ୍ୟବସାୟୀ କେ ୧୦ ହଜାର ଟଙ୍କା ମାଗିଥିଲେ କିନ୍ତୁ ଏତେ ଟଙ୍କା ଦେଇ ନାଇ ପାରେ କହିବାର ନୁ ୭ ହଜାର ଟଙ୍କା ମାଗିଥିଲେ । ୭ ହଜାର ଟଙ୍କା ଲାଞ୍ଚ ନେବାର ବେଲକେ ଧରିଛେ ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରବାର ସାଙ୍ଗେ ୩ ଟା ଜାଗା ରେ ଚଢାଉ କରିଛେ ଭିଜିଲାନ୍ସ ଟିମ୍ । ଆଗରୁ ଭିଜିଲାନ୍ସ ର ଦ୍ୱାରସ୍ତ ହେଇଥିଲେ ବ୍ୟବସାୟୀ । ଆଜି ଭିଜିଲାନ୍ସ ଏସ୍ଆଇ ଙ୍କର ଉପରେ ରଖିଥିଲା ନଜର,ଠିକ୍ ଲାଞ୍ଚ ନେବାର ସମିୟା ରେ ମାଡ଼ି ବସିଥିଲା ଭିଜିଲାନ୍ସ । ଜଣେ ବରିଷ୍ଠ ପୋଲିସ ଅଧିକାରୀ ହେଇକରି ଲାଞ୍ଚ କାରବାର ରେ ସଂପୃକ୍ତ ରହିବାର ଟାକେ ବୁଦ୍ଧିଜୀବି ମହଲ ରେ ନିନ୍ଦା କରବାର ସାଙ୍ଗେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!