ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ଜିଲ୍ଲା ହଲଦୀପାଲି ହାଇଟେକ ପେଟ୍ରୋଲ ପମ୍ପ ରେ ଜଘନ୍ୟ ହତ୍ୟାକାଣ୍ଡ ।

ଘଟଣା ସ୍ଥଳରେ ଯୁବକ ଙ୍କର ମୃତ୍ୟୁ।

ବରଗଡ଼;୨୮/୦୮(ମୋର୍ ସମିୟା) ନୂଆଁଖାଇ ଦିନେ ବରଗଡ଼ ରେ ଚାଞ୍ଚଲ୍ୟ । ବରଗଡ଼ ଜିଲ୍ଲା ସୋହେଲା ଥାନା ହଲଦିପାଲି ଛକ୍ ହାଇଟେକ ପେଟ୍ରୋଲ ପମ୍ପ ରେ ଦିନର୍ ଦ୍ୱିପହରେ ଘଟିଛେ ଜଘନ୍ୟ ହତ୍ୟାକାଣ୍ଡ। ଲିପୁ ସାହୁ ର ଟଙ୍ଗିଆ ଚୋଟ ରେ ବଳିଷ୍ଠ ପ୍ରଧାନ ନାମକ ଜଣେ ଯୁବକ ଙ୍କର ମୃତ୍ୟୁ। ବଳିଷ୍ଠ ପ୍ରଧାନ ଚୌକି ରେ ବସି ମୋବାଇଲ ଖେଲୁଥିବାର ବେଲକେ ପଛାଡୁ ଆସି ଲିପୁ ସାହୁ ଟଙ୍ଗିଆ ରେ ୧୬ ଚୋଟ ରେ ହାନବାର ପରେ ଘଟଣା ସ୍ଥଳରେ ହିଁ ଲିପୁ ସାହୁ ଙ୍କର ମୃତ୍ୟୁ ହେଇଥିଲା । ଘଟଣା ସ୍ଥଳରୁ ଅଭିଯୁକ୍ତ ଲିପୁ ସାହୁ ଫେରାର ମାରିଥିବାର ବେଲେ ପରେ ସୋହେଲା ପୋଲିସ ତାହାକେ ଅଟକ ରଖିଛେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରି ଆନ୍ଦୋଳନ କରିଥିବାର ବେଲକେ ସୋହେଲା ପୋଲିସ ଆସି ସ୍ଥାନୀୟ ଲୋକ କେ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ। ହତ୍ୟା ପଛେ ପୂର୍ବ ଶତ୍ରୁତା ଥିବାର ସୂଚନା । ହତ୍ୟା ଘଟଣା ର ପୁରା ଦୃଶ୍ୟ ସିସିଟିଭି ରେ କଏଦ ହେଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!