ଅପରାଧଜୀବନଚର୍ଯ୍ୟାତାଜା ଖବର

ଚାଷ ଜମିନ୍ କେ ନେଇକରି ଦୁଇ ଗୋଷ୍ଠୀ ଭିତରେ ମାରପିଟ୍, ଚାଲିଗଲା ବୃଦ୍ଧ ଙ୍କର ଜୀବନ ।

୫ ଜଣ କେ ଗିରଫ କରିଛେ ପୋଲିସ ।

ବଲାଙ୍ଗିର;୩୦/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାଘାଟ ଗାଁ ରେ ଚାଷ ଜମିନ କେ ନେଇ ଦୁଇ ଗୋଷ୍ଠୀ ଭିତରେ ଗାଁର୍ ମଝାଖୁଲି ମାରପିଟ୍ । ଗାଁ ର ବଗର୍ତ୍ତି ପରିବାର ଆର୍ ସାହୁ ପରିବାର ଭିତରେ ହେଇଥିଲା ହାତାହାତି ଠେଙ୍ଗା,ରଫା,ଟଙ୍ଗିଆ ଧରି ହେଇଥିଲା ଆକ୍ରମଣ । ଦୁଇ ପରିବାର ର ଆକ୍ରମଣ ରେ ରଣକ୍ଷେତ୍ର ପାଲଟିଥିଲା ଗାଁ। ପରେ ଗୁରୁତର ଅବସ୍ଥା ରେ ଆହାତ ବ୍ୟକ୍ତି ମାନକୁ ଆମ୍ବୁଲାନ୍ସ ରେ ଅନାହେଇଥିଲା ଭୀମ ଭୋଇ ଡାକ୍ତରଖାନା। ପରେ ଅବସ୍ଥା ଗୁରୁତର ହେବାର ନୁ ୨ ଜଣ ଙ୍କୁ ବୁର୍ଲା ସ୍ଥାନାନ୍ତର କରାଗଲା। ଆର୍ ବୁର୍ଲା ରେ ଦେବାର୍ଚ୍ଚନ ବଗର୍ତ୍ତି ଙ୍କର ମୃତ୍ୟୁ ହେଇଥିଲା । ଆଜି ମଲାଦିହି ଧରି ପରିବାର ଲୋକ ସଦର ଥାନା ର ଦ୍ବାରସ୍ଥ ହେଇଥିଲେ । ଦୋଷୀ କେ ଗିରଫ କରି କଠୋର ଦଣ୍ଡ ମିଲୁ ବଲି କରିଥିଲେ ଦାବି । ଘଟଣା ରେ ପୋଲିସ ବର୍ତ୍ତମାନ ୫ ଜଣ କେ ଗିରଫ କରିଛେ । ଆର୍ ୩ ଜଣ ଡାକ୍ତରଖାନା ରେ ଚିକିତ୍ସିତ ହଉଛନ, ଡାକ୍ତରଖାନା ରୁ ବାହାରିଲେ ତାହାକୁ ବି ଗିରଫ କରାଯିବା ବଲି ସୂଚନା ଦେଇଛନ ଏସଡିପିଓ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!