ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ମାହେଶ୍ୱରୀ ସଙ୍ଗଠନର ରକ୍ତଦାନ ଶିବିର ଥିନ୍ 100 ୟୁନିଟ୍ ରକତ୍ ସଂଗ୍ରହ ।

ରକତ୍ ଦାନ ମହତ ଦାନ ।

ବଲାଙ୍ଗିର;୧୪/୦୯(ମୋର୍ ସମିୟା) ଆଗଲପୁର ମାହେଶ୍ୱରୀ ସଂଗଠନ ତରଫନୁ ୬ ବର୍ଷପୂର୍ତ୍ତି ଅବସରଥି ଗୁଟେ ମେଗା ରକତ ଦାନ ଶିବିର ଆୟୋଜନ ହେଇଯାଇଛେ। ଇଥିନ୍ ମୁଖିଆ କୁନୁଆ ଭାବେ ଆଗଲପୁର ତହସିଲଦାର ନବୀନ କିଶୋର ପାଢ଼ୀ ଫିତା କାଟିକରି କାର୍ଯ୍ୟକ୍ରମ କେ ଶୁଭାରମ୍ଭ କରିଥିଲେ ତାଙ୍କର ସହ ଆଗଲପୁର ଥାନାର ଅଧିକ୍ଷକ ବାସୁଦେବ ଭୋଇ,ସଂଗଠନର ଉପଦେଷ୍ଟା ଜୟନ୍ତ କୁମାର ସିଂଦେଓ ଆର ସମୀର କୁମାର ସିଂଦେଓ ଉପସ୍ଥିତ ଥିଲେ। ସଂଗଠନ ର ସଭାପତି ପ୍ରମୋଦ କୁମାର ସାହୁ ଆର୍ ସଂଯୋଜକ ସନ୍ୟାସୀ ମେହେର ଙ୍କ ତତ୍ୱାବଧାନ ରେ ଆଜି ଆଗଲପୁର ମାହେଶ୍ୱରୀ ସଂଗଠନର ରକତ୍ ଦାନ ଶିବିରଥି ୧୦୦ ୟୁନିଟ ରକତ୍ ଦାନ ହେଇଛେ,ଯାହାକି ସଙ୍ଗଠନ ର ସବୁ ସଦସ୍ୟ ଆର୍ ସଦସ୍ୟା ତଥା ଆଗଲପୁର ବାସୀ ର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେଇପାରିଛେ। ହେତିର୍ ଲାଗି ସଂଗଠନ ତରଫ୍ ନୁ ସମକୁ ଅଶେଷ ଅଶେଷ ଧନ୍ୟବାଦ।
ମାହେଶ୍ୱରୀ ର ହାତ ସଦା ସମସ୍ତଙ୍କ ପାଇଁ ପ୍ରସାରିତ।
ଜୟ ମାହେଶ୍ୱରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!