ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ନୂଆପଡ଼ା ବିଧାୟକ, ତଥା ପୂର୍ବ ସରକାର ର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କର ପରଲୋକ ।
ଚିକିତ୍ସା ଚାଲିଥିବାର ସମିୟା ରେ ମୃତ୍ୟୁ ।

ନୂଆପଡ଼ା;୦୮/୦୯(ମୋର୍ ସମିୟା) ପୂର୍ବ ବିଜେଡି ସରକାର୍ ର ମନ୍ତ୍ରୀ ତଥା ନୂଆପଡ଼ା ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କର ପରଲୋକ। ଚେନ୍ନାଇ ରେ ଚିକିତ୍ସା ଚାଲିଥିବାର ସମିିୟା ରେ ମୃତ୍ୟୁ । ମୃତ୍ୟୁ ସମିୟା ରେ ତାଙ୍କୁ ୬୯ ବର୍ଷ ହେଉଥିଲା । ମୃତ୍ୟୁ ର ଖବର ପାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଭିନଭିନ୍ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ ଶୋକ ପ୍ରକାଶ କରିଛନ । ପୂର୍ବ ବିଜେଡ଼ି ସରକାର୍ ଥିବାର ସମିୟା ରେ ସେ ମନ୍ତ୍ରୀ ବି ଥିଲେ । ୨୦୦୪,୨୦୦୯,୨୦୧୯,୨୦୨୪ ରେ ସେ ବିଧାୟକ ଥିଲେ । ମୃତ୍ୟୁ ଖବର ପାଇ ଆଜି ଭୁବନେଶ୍ଵର ଶଙ୍ଖ ଭବନ ରେ ନୀରବ ପ୍ରାର୍ଥନା କରାଯାଇଥିଲା । ଦଳ ର ଲାଗି ଗୁଟେ ଅପୂରଣୀୟ କ୍ଷତି କହେଲେ କର୍ମୀ ।