ଅପରାଧତାଜା ଖବର

ବଲାଙ୍ଗିର ସରକାରୀ ପଲିଟେକନିକ କଲେଜ ରେ ଛାତ୍ରୀ ଙ୍କୁ ରାଗିଂ ଅଭିଯୋଗ ।

ପ୍ରଥମ ବର୍ଷ ର ଛାତ୍ରୀ କେ ମାଡ଼ ମାରଲେ ଦ୍ଵିତୀୟ ବର୍ଷ ର ଛାତ୍ରୀ।

ବଲାଙ୍ଗିର;୧୩/୦୯(ମୋର୍ ସମିୟା) ବଲାଙ୍ଗିର ସରକାରୀ ପଲିଟେକନିକ ଶିକ୍ଷାନୁଷ୍ଠାନ ରେ ରାଗିଂ ଆର୍ ନିର୍ଯାତନା ର ଅଭିଯୋଗ ଆନଲେ ଜଣେ ପ୍ରଥମ ବର୍ଷ ର ଛାତ୍ରୀ । ଗଲା ୮ ତାରିଖ କଲେଜ୍ ର ଦ୍ଵିତୀୟ ବର୍ଷ ର ଛାତ୍ରୀ ପ୍ରଥମ ବର୍ଷ ର ଛାତ୍ରୀ କେ ମାରପିଟ୍ କରିଥିବାର ନେଇ କଲେଜ୍ ଅଧକ୍ଷ ଙ୍କର ପାଖେ ଅଭିଯୋଗ କଲେ ପ୍ରଥମ ବର୍ଷ ର ଛାତ୍ରୀ । ଅଭିଯୋଗ ପରେ ମାଡ଼ ମାରିଥିବାର ଛାତ୍ରୀ ଙ୍କ ର ପରିବାର ଓ ନିର୍ଯାତନା ର ଶିକାର ହେଇଥିବାର ଛାତ୍ରୀ କେ ଡ଼କେଇ କଲେଜ୍ ଅଫିସ୍ ରେ ଆଲୋଚନ କରିଛନ । ଘଟଣା ର ତଦନ୍ତ କରି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନେଇ କହିଛନ କଲେଜ୍ ଅଧକ୍ଷ ଇଂ ସଚ୍ଚିଦାନନ୍ଦ ପାଢ଼ୀ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!