ଜୀବନଚର୍ଯ୍ୟାତାଜା ଖବର
ଶଶୁର ଘର ଗାଁ ରେ ଆମ୍ବ ଗଛୁ ଜୁଏଁ ର ଝୁଲନ୍ତା ମଲାଦିହି ଉଦ୍ଧାର ।
କଣ୍ଟାବାଞ୍ଜି ପୋଲିସ ର ତଦନ୍ତ ଜାରି ।

ବଲାଙ୍ଗିର;୧୮/୦୯(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁ ରେ ଚାଞ୍ଚଲ୍ୟ । ଶଶୁର ଘର ଗାଁ ରେ ଜୁଏଁ ର ମିଲା ଝୁଲନ୍ତା ମଲାଦିହି । ସାଲେପଡ଼ା ଗାଁ ର ଲମ୍ୱୋଦର ବାଗ ଗଲା ୪ ଦିନ ହେଲା ତାଙ୍କର ସ୍ତ୍ରୀ ସାଙ୍ଗେ ସେ ତାକର ଶଶୁର ଘର ଗାଁ ଖୁଟୁଲୁମୁଣ୍ଡା କେ ଆସିଥିଲେ । କିନ୍ତୁ ଗଲା କାଲି ରାତି ରୁ ସେ ନିଖୋଜ ହେଇ ଯାଇଥିଲେ । ପରିବାର ଲୋକ ରାତି ସାରା ଖୁଜଲା ପରେ ବି ନାଇ ପାଇଥିଲେ । ଆର୍ ଆଜି ସକାଲୁ ଆମ୍ବ ଗଛୁ ଗୁଟେ କପଡା ରେ ଝୁଲନ୍ତା ଅବସ୍ଥା ରେ ତାଙ୍କର ମଲାଦିହି ଉଦ୍ଧାର କରା ଯାଇଛେ । ପରିବାର ଲୋକଙ୍କର କହିବାର ଅନୁସାରେ ଲମ୍ୱୋଦର ଜଣେ ମାନସିକ ରୋଗୀ ଥିଲେ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛେ ।