ଜୀବନଚର୍ଯ୍ୟାତାଜା ଖବରମନୋରଞ୍ଜନ

ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୂଜା ଲାଗି ଯୋର୍ ସୋରରେ ଚାଲିଛେ ସଜବାଜ୍ ।

ଆସୁଛେ ପାର୍ବଣ ଋତୁ।

କଳାହାଣ୍ଡି:୧୮/୦୯(ମୋର୍ ସମିୟା) ଆଶ୍ବିନ୍ ମାସ୍ ହେଇଗଲେ କି ଗହଳ୍ ଚହଳ୍ ହେଇ ଜୈସି ସବୁ ଶକ୍ତି ପୀଠ୍ । ସବୁ ଜାଗାରେ କିଛି କିଛି ସ୍ୱତନ୍ତ୍ର ରୀତି ନୀତି ଆର୍ ପରମ୍ପରା ରହିଥିବାର୍ ବେଲ୍ କେ କିଛି ସ୍ୱତନ୍ତ୍ର ହିସାବେ ଯାତ୍ରା ମାନେ ବି ହେଇ ଥିସି । ଯେନ୍ ସବୁ ଶକ୍ତି ପୀଠ୍ ମାନେ ଅଛେ ଆର୍ ଅଶ୍ବିନ୍ ମାସେ ପୂଜା ହେସି ସେ ଭିତରୁ ଗୁଟେ ହେଉଛେ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଂଚାୟତ୍ କଣ୍ଡରେଇ ଗାଁର ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୀଠ୍ । ଆଏବାର୍ ଅଷ୍ଟମୀ ତିଥି ଖଣ୍ଡା ଉପବାସ ନବମୀ ତିଥି ଛତର ଯାତ୍ରା ଦଶମୀ ତିଥି ବଲି ପ୍ରଥା ତିନ୍ ଦିନ୍ ଧରି ପୂଜା ମୂଳ୍ ହେଇ କରି ଶେଷ୍ ହେବା । ସେଥିର ଲାଗି ବଲି ଯୋର୍ ସୋର୍ ନେ ଚାଲିଛେ ସଜବାଜ୍ ମାଁ ବୁଢ଼ୀ ବାସ୍ତ୍ରେଣୀ ଙ୍କର୍ ପୂଜା କାହିଁ ଦିନୁ ଚାଲି ଆସୁଥିବାର୍ ବେଲ୍ କେ ଆର୍ କେତେ ଦିନ୍ ଟା ଗଲେ ମାଁ ଙ୍କର୍ ପୂଜା ହେବା । ଆଖର୍ ପାଖର୍ ୪୪ ଖଣ୍ ଗାଁର୍ ଲୋକ ସାମିଲ୍ ହେଇ କରି ମାଁ ଙ୍କର୍ ପୂଜା କରବେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!