ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ଗୁରୁଦ୍ୱାର ଛକ୍ ରେ ସ୍କୁଟି କେ ଧକ୍କା ଦେଲା ହାଇୱା, ଦୁଇ ସ୍ୱାମୀ,ସ୍ତ୍ରୀ ମୃତ ।

ଦୁଇ ଶିଶୁ ଗୁରୁତର ଡାକ୍ତରଖାନା ରେ ଭର୍ତ୍ତି ।

ବରଗଡ଼;୨୮/୦୯(ମୋର୍ ସମିୟା) ବରଗଡ଼ ଗୁରୁଦ୍ୱାର ଛକ୍ ରେ ଭୟାନକ ଦୁର୍ଘଟଣା । ସ୍କୁଟି କେ ଧକ୍କା ଦେଲା ହାଇୱା । ଧକ୍କା ଦେଇ ପାଖାପାଖି ୧୦ ରୁ ୧୫ ମିଟର ଘେସରେଇ ନେଇଥିବାର ସୂଚନା । ହାଇୱା ଚକା ଚଢ଼ି ଯିବାର ନୁ ଘଟଣା ସ୍ଥଲରେ ହିଁ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କର ଜୀବନ ପଲେଇ ଜାଇଥିଲା । ମୃତକ ହେଲେ ଅମ୍ବାଭୋନା ର ହରେକୃଷ୍ଣ ଡୁଙ୍ଗୁରି ଓ କୁନ୍ତଳା ଡୁଙ୍ଗୁରି । ସାଙ୍ଗେ ଥିବାର ଦୁଇ ଛୋଟ ଛୁଆ ଆହତ ହେବାର ନୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ଧକ୍କା ଦେଇଥିବାର ହାଇୱା ଗାଡ଼ି ନମ୍ୱର୍ ଓଡ଼ି ୧୭ ଏସି ୨୮୯୪ ଓ ସ୍କୁଟି ନମ୍ୱର୍ ଓଡ଼ି ୧୭ ଏ ଏଫ ୧୭୫୭ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କର ଭିତରେ ଉତ୍ତେଜନା ଦେଖବାର କେ ମିଲିଥିଲା । ଘଟଣା ସ୍ଥଳରେ ବରଗଡ଼ ପୋଲିସ ପହଞ୍ଚି ସ୍ଥାନୀୟ ଲୋକ କେ ବୁଝାସୁଝା କରିଛେ ଓ ଦୁର୍ଘଟଣା ଘଟେଇଥିବାର ଡ୍ରାଇଭର ଓ ଗାଡି କେ ଟାଉନ ପୋଲିସ ଜବତ କରିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!