ତାଜା ଖବରମନୋରଞ୍ଜନମୋର ସମୀୟା ଏକ୍ସକ୍ଲୁସିଭ

ଆଜି କଳାହାଣ୍ଡି ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କର ଛତର ଯାତ୍ରା ।

ଲକ୍ଷ ଲକ୍ଷ ଲୋକଙ୍କର ସମାଗମ।

କଳାହାଣ୍ଡି;୩୦/୦୯(ମୋର୍ ସମିୟା) ଆଜି କଳାହାଣ୍ଡି ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କର ଛତର ଯାତ୍ରା । ହଜାର ହଜାର ବଛର୍ ଧରି ପାଲନ କରି ଆସୁଛନ କଳାହାଣ୍ଡି ବାସି । ଇ ମା ଙ୍କର ଯାତ୍ରା ରେ ଦେଖବାର କେ ମିଲିଥିଶୀ ଲକ୍ଷ ଲକ୍ଷ ଲୋକଙ୍କର ଭିଡ । ମା ଙ୍କର ଯାତ୍ରା ରେ ପଡ଼ିଥିସି ଶହ ଶହ ବଳି । ମାନସିକ କରିଥିବାର ଭକ୍ତ ଦେଇଥିସନ୍ ବଳି । ଛତର ଉପର କେ ଭକ୍ତ ଶାନ୍ତି ର ପ୍ରତୀକ ଭାବେ ସହ ସହ ପାରା ଉଡ଼ାବାର ରହିଛେ ପରମ୍ପରା। ମା କେ ଖୁସ୍ କାରବାର ଲାଗି କଳାହାଣ୍ଡି ଜିଲ୍ଲା ର ପାରମ୍ପାରିକ ବାଦ୍ୟ ଘୁମୁରା ଓ ଯେନା ବାଦ୍ୟ ପ୍ରଦର୍ଶନ କରାହେଇଥିସି । ଭବାଣୀପାଟଣା ର ପଶ୍ଚିମ ଆଡ଼େ ଥିବାର ଫାଶୀ ଡଙ୍ଗର ଯୋନାଖାଲ ରେ ମା ମାଣିକେଶ୍ଵରୀ ଙ୍କର ଗୁପ୍ତ ରୀତିନୀତି ରେ ପୂଜା ହେଇଥିସି । ଜେନାଖାଲ ରୁ ମନ୍ଦିର ତକ୍ ରାସ୍ତା ରେ ଦେଖବାର କେ ମିଲିଥିସି ଲକ୍ଷାଧିକ ଲୋକଙ୍କର ଭିଡ଼। ଇ ପର୍ବ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଥିତି ନୁ ମହାଷ୍ଟମୀ ତକ୍ ପୂଜାର୍ଚ୍ଚନା କରାଯାଏସି । ଇ ସମିୟା ରେ ସହର ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରବାର ସାଙ୍ଗେ ସହର ସାରା ପୋଲିସ ଫୋର୍ସ ମୁତୟନ କରାଯାଇଥିସି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!