କୋଶଲ ଆନ୍ଦୋଳନ କେ ଆଗକେ ନେବାର ଲାଗି ଭିନଭିନ୍ ସଂଗଠନ ର ବୈଠକ।
ଆଗକେ ମଜବୁତ୍ ହେବା ଆନ୍ଦୋଳନ ।

ବଲାଙ୍ଗିର;୦୫/୧୦(ମୋର୍ ସମିୟା) ଆଜି ପଦମପୁର ରେ କୋଶଲ ସେନା ,କୋଶଲ ମୁକ୍ତି ମୋର୍ଚ୍ଚା (KMM) , ପଶ୍ଚିମ ଓଡ଼ିଶା ୟୁଭା ମଞ୍ଚ ( WOYM) , ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ ର ଆବହକ ମାନଙ୍କୁ ନେଇ କରି ଗୁଟେ ସଭା କରା ହେଲା । ଆଗାମୀ ଦିନ୍ ରେ କୋଶଲ ଆନ୍ଦୋଳନ ର ରଣନୀତି ସାଙ୍ଗେ କୋଶଲ ମହାବନ୍ଦ୍ ର ପ୍ରସ୍ତୁତି ଲାଗି ଆସବାର ୧୧ ତାରିକ୍ ଶନିବାର ଦିନ ନୃସିଂହନାଥ ନ ସକାଲର ୧୦ ବଜେ ଗୁଟେ ପ୍ରସ୍ତୁତି ବୈଠକ କରା ହେବା । ସବୁ କୋଶଲ ବାଦି ସଂଗଠନ୍ କେ ବୈଠକ ରେ ଆହ୍ବାନ କରା ହେବା ବୋଲି ନିଷ୍ପତି ନିଆଗଲା ।
ଇ ସଭା ନେ କୋଶଲ ସେନା ର ସଭାପତି ସୁଦାମ ପାତ୍ର, ସମ୍ପାଦକ ବିରବଲ ମହାକୁର, ଅଭିନାଶ ବିଶି, ସରୋଜ ପଧାନ, ଡେଭିଡ୍ ସିଂ ବରିହା ସଂଯୁକ୍ତ କୃଷକ ସଙ୍ଗଠନ ର ପରାମର୍ଶଦାତା ଅଜିତ୍ ଶତପଥୀ କୋଶଲ ମୁକ୍ତି ମୋର୍ଚ୍ଚା ର ଫାଉଣ୍ଡର କମେଟି ମେମ୍ବର ସୁଶୀଲ ଗୁରୁ ମୂଖ୍ୟ ପରାମର୍ଶଦାତା ଅଜିତ୍ ଶତପଥୀ ସମ୍ପାଦକ ଜଗନ ମେହେର ପଶ୍ଚିମ ଓଡ଼ିଶା ୟୁଭା ମଞ୍ଚ ର ପଦ୍ମପୁର ଆବାହକ ମହେଶ ପଣ୍ଡା ଉପସ୍ଥିତ ଥିଲେ ।
ଆସବାର ଦିନେ କୋଶଲ ଆନ୍ଦୋଳନ କେ ତିବ୍ର କର୍ବାର ସାଙ୍ଗେ ସଙ୍ଗଠନ ମଜବୁତ କରବାର ଲାଗି ଇ ସଭା ରେ ଆଲୋଚନା ହେଲା।