ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

ଭୁବନେଶ୍ଵର ବିଜେପି କାର୍ଯ୍ୟାଳୟ ରେ ବିଜେପି ରେ ସାମିଲ୍ ହେଲେ ଜୟ ଢୋଲକିଆ ।

ରାଜ୍ୟ ରାଜନୀତି ରେ ହଲଚଲ୍।

ଭୁବନେଶ୍ଵର;୧୧/୧୦(ମୋର୍ ସମିୟା) ନୂଆପଡ଼ା ର ସୂର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କର ପୁଅ ଜୟ ଢୋଲକିଆ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ର ମିଶ୍ରଣ ପର୍ବ ରେ ବିଜେପି ରେ ହେଲେ ସାମିଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ଙ୍କର ଉପସ୍ଥିତି ରେ ସାମିଲ୍ ହେଲେ ଜୟ ଢୋଲକିଆ ।
ଜୟ ଢୋଲକିଆ ବିଜେପି ରେ ସାମିଲ୍ ହେଲା ପରେ ବିଜେଡି କେ ଲାଗିଛେ ଗୁଟେ ବଡ଼ ଝଟକା। ଯେହେତୁ ଜୟ ଢୋଲକିଆ ଙ୍କର ବାପା ସ୍ୱର୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡ଼ି ଦଳ ରୁ ଥିଲେ, ଦଳ ଜୟ ଙ୍କୁ ପ୍ରାର୍ଥୀ କରବାର ନେଇ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ପ୍ରାର୍ଥୀ ଘୋଷଣା ନାଇ କରିଥାଇ । କିନ୍ତୁ ସବୁ ଅପେକ୍ଷା ର ଅନ୍ତ ଘଟଲା ଆଜି ବିଜେପି ରେ ସାମିଲ୍ ହେଲେ ଜୟ ।
ନୂଆପଡ଼ା ଉପ ନିର୍ବାଚନ କେ ନେଇ ଜୋର୍ ଧରିଛେ ରାଜନୀତି । କଂଗ୍ରେସ ପକ୍ଷ ରୁ ଘାସିରାମ ମାଝି କେ ଦଳ ଟିକେଟ ଦେଇଥିବାର ବେଲକେ ଏବେତକ ବିଜେପି ଆର୍ ବିଜେଡ଼ି ପକ୍ଷ ରୁ ପ୍ରାର୍ଥୀ ଘୋଷଣା ନାଇ ହେବାର । ଦୁଇ ଦଳ କାହାକେ ଟିକେଟ ଦଉଛନ ଏବେ ରହିଛେ ସମସ୍ତଙ୍କ ନଜର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!