ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ୨୬ ନମ୍ୱର୍ ଜାତୀୟ ରାଜପଥ ଗାନ୍ଧୀନଗର ପଡ଼ା ର ଗ୍ୟାରେଜ ଭିତର କେ ଢୁକି ଗଲା ଟ୍ରକ୍।

ନିଶା ଖାଇ ଗାଡ଼ି ଚଲଉଥିଲେ ଡ୍ରାଇଭର ।

ବଲାଙ୍ଗିର;୧୨/୧୦(ମୋର୍ ସମିୟା) ବଲାଙ୍ଗିର ସହର ରେ ଫେର ଗୁଟେ ବଡ଼ ଟ୍ରକ୍ ଦୁର୍ଘଟଣା । ବଲାଙ୍ଗିର ୨୬ ନମ୍ୱର୍ ଜାତୀୟ ରାଜପଥ ର ଗାନ୍ଧୀନଗର ପଡ଼ା ରେ ଥିବାର ଗୁଟେ ଗ୍ୟାରେଜ ଭିତରେ କେ ଢୁକି ଗଲା ଟ୍ରକ୍ । ଟ୍ରକ୍ ଦୁଇଟା ଦୋକାନ କେ ଚୁରମାର କରବାର ସାଙ୍ଗେ ଦୁଇଟା ଗାଈ କେ ବି ଧକ୍କା ଦେଇଥିଲା, ଗୁଟେ ଗାଈ ର ମୃତ୍ୟୁ ହେବାର ସାଙ୍ଗେ ଗୁଟେ ଗାଈ ଗୁରୁତର ଅଛେ । ଗାଡ଼ି ଚାଲକ ନିଶାସକ୍ତ ଅବସ୍ଥା ରେ ଗାଡ଼ି ଚଲେଇ ଥିବାର ନୁ ଦୁର୍ଘଟଣା ଘଟିଛେ । ଆହାତ ଡ଼୍ରାଇଭର କେ ଭୀମ ଭୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ବଲାଙ୍ଗିର ସହର ଭିତରେ ବାରମ୍ୱାର ଟ୍ରକ୍ ଦୁର୍ଘଟଣା ଦେଖବାର କେ ମୁଲୁଛେ । ଇ ଥୀରେ ଅନେକ ନିରୀହ ଲୋକ ଓ ଜୀବଜନ୍ତୁ ର ଜୀବନ ଯାଉଛେ । ବଛର୍ ବଛର୍ ଧରି ବାଇପାସ କାମ ମନ୍ଥର ଗତି ରେ ଚାଲିଥିବାର ନୁ ବଲାଙ୍ଗିର ବାସି ଙ୍କର ଭିତରେ ଅସନ୍ତୋଷ ଦେଖବାର୍ ମିଲିଛେ । ଦୁର୍ଘଟଣା ଘଟେଇ ଥିବାର ଗାଡ଼ି ର ନମ୍ୱର୍ ଓଡି ୧୫ ଏଲ୍ ୯୫୫୨ । ଦୁର୍ଘଟଣା ଟା ରାତି ସମିୟା ରେ ହେବାର ନୁ ଅନେକ ଜନ ଜୀବନ ବଞ୍ଚିଗଲା, ଯଦି ଇ ଜନଗହଳି ଯାହା ରେ ଦିନବେଲା ଦୁର୍ଘଟଣା ଘଟିଥୀତା ଅନେକ ପ୍ରାଣହାନି ହେଇଥିତା କହୁଛନ୍ ସ୍ଥାନୀୟ ବାସିନ୍ଦା।
ଘଟଣା ସ୍ଥଳରେ ରେ ବଲାଙ୍ଗିର ଟାଉନ୍ ପୋଲିସ ର ତଦନ୍ତ ଜାରି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!