ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ପାଟଣାଗଡ଼ ଭଇଁଷା ର ସରକାରୀ ଚିକିତ୍ସାଳୟ ର ଶୌଚାଳୟ ରୁ ମିଲିଛେ ଦୁଇଟା କଙ୍କାଲ ।
ଗ୍ରାମବାସୀ ଦେଖି ପୋଲିସ କେ ଦେଲେ ଖବର ।

ବଲାଙ୍ଗିର;୧୨/୧୦(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ସରକାରୀ ଚିକିତ୍ସାଳୟ ର ପୁରୁଣା ଶୌଚାଳୟ ରେ ପଡ଼ିଛେ ଦୁଇଟା କଙ୍କାଳ । ଆଜି ସକାଲୁ ଗ୍ରାମବାସୀ ଦେଖି ପୋଲିସ କେ ଖବର ଦେଇଥିଲେ । କଙ୍କାଲ ଦୁଇଟା କେନ୍ ଛୁଆ ର ହେଇଥିବା ବଲି ଅନୁମାନ କରିଛନ ଗ୍ରାମବାସୀ । କିନ୍ତୁ କଙ୍କାଲ ଦୁଇଟା କାହାର ଟା ସେଟା ଏବେତକ ସ୍ପଷ୍ଟ ନାଇ ହେବାର । ଘଟଣା ର ଖବର ପାଇ ଡାକ୍ତରଖାନା କର୍ତ୍ତୃପକ୍ଷ ପାଟଣାଗଡ଼ ଥାନା ଅଧିକାରୀ କେ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛେ ।