ତାଜା ଖବରଦେଶ ବିଦେଶମନୋରଞ୍ଜନମୋର ସମୀୟା ଏକ୍ସକ୍ଲୁସିଭ
ଇ ବଛର୍ ଡିସେମ୍ବର ୨୪ ନୁ ମୁଲ ହେବାର କେ ଯାଉଛେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
ଦୁଲକିବା ମଥୁରା ନଗରୀ ।

ବରଗଡ଼;୧୩/୧୦(ମୋର୍ ସମିୟା) ଆଏବାର ଡ଼ିସେମ୍ବର ୨୪ ନୁ ଜାନୁୟାରୀ ୩ ତକ୍ ମୁଲ ହେବାର କେ ଯାଉଛେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବିଶ୍ୱ ର ସର୍ବ ବୃହତ୍ ଖୁଲା ଆକାଶ ରଙ୍ଗମଞ୍ଚ ରେ ୧୧ ଦିନ ଧରି ଅଭିନୟ କରବେ କଳାକାର। ସବୁ ବଛର୍ ଭଲିଆ ଇ ଥର ବି ମହାରାଜ କଂସ ଓ ଭିନଭିନ କଳାକାର ବଛା ଯିବା । ଗହଲ ଚହଲ ହେଇଯିବ ମଥୁରା ନଗରୀ। କଂସ ଙ୍କର ରାଜୁତି ରେ ଥରି ଉଠବା ମଥୁରା ନଗରୀ।
ଗଲା ବର୍ଷ ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର ଅନୁଦାନ ବେଢ଼େଇଥିଲେ । ୧୦ ଲକ୍ଷ ନୁ ଏକ କୋଟି କେ ବଢେଇଥିଲେ ସରକାର । କଳାକାର ଙ୍କୁ ୧୦ ହଜାର ପୁରସ୍କାର ରାଶି ବି ଘୋଷଣା କରିଥିଲେ ସରକାର । ଗଲା ବଛର ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଖି ଆସିଥିଲେ ବରଗଡ଼ ଧନୁଯାତ୍ରା। ହାତୀ ପିଠି ରେ ବସି କରିଥିଲେ ପରିକ୍ରମା । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ଗୁଟେ ସ୍ଥାୟୀ ରାଜଦରବାର୍ ର କରିଥିଲେ ଘୋଷଣା ।