ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ବଲାଙ୍ଗିର ଗଇଁନ୍ତଲା ଛକ ର ରାସ୍ତା ତରା କେ ଠିଆ ହେଇଥିବାର ଟ୍ରକ୍ କେ ଧକ୍କା ଦେଲା ବାଇକ୍,ଚାଲିଗଲା ଜୀବନ ।
ଆର୍ କେତେ ଜୀବନ ଗଲେ ସରବା ବାଇପାସ୍ ରାସ୍ତା କାମ ।

ବଲାଙ୍ଗିର;୨୯/୧୦(ମୋର୍ ସମିୟା) ଗଲା କାଲି ସନ୍ଧ୍ୟା ସମିୟା ରେ ବଲାଙ୍ଗିର ଗଇଁନ୍ତଲା ଛକ ର ରାସ୍ତା ତରା କେ ଠିଆ ହେଇଥିବାର ଟ୍ରକ୍ କେ ଧକ୍କା ଦେଲା ବାଇକ୍ । ଘଟଣା ସ୍ଥଳ ରେ ହିଁ ଚାଲିଗଲା ବାଇକ୍ ଆରୋହୀ ଙ୍କର ଜୀବନ । ମୃତକ ହେଲେ ଭଜନାଥ ବାରିକ । ସେ ତରଭା ବ୍ଲକ୍ ର ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଥିଲେ । ସେ ସ୍କୁଲ ରୁ ଘର୍ କେ ଫୁରୁଥିବାର ସମିୟା ରେ ଘଟିଛେ ଦୁର୍ଘଟଣା । ଅନ୍ଧାରୁଆ ରାସ୍ତା ରେ ଟ୍ରକ୍ ମାନେ ରାସ୍ତା ତରା କେ ଗାଡ଼ି ଠିଆ କରିଦେବାର ନୁ ହଉଛେ ଦୁର୍ଘଟଣା । ଟ୍ରକ ଲାଗି ବି ନାଇ ନ ପାର୍କି ର ସୁବିଧା । ବାଧ୍ୟ ହେଇ ଟ୍ରକ୍ ଚାଲକ ମାନେ ବି ରାସ୍ତା ରେ ରଖୁଛନ ଗାଡ଼ି ।
ମୃତ୍ୟୁ ର ମୁଖ୍ୟ କାରଣ ହେଲା ବାଇପାସ୍ ରାସ୍ତା। ଆର୍ କେତେ ଜୀବନ ଗଲେ ହେବା ବଲାଙ୍ଗିର ବାଇପାସ୍ ରାସ୍ତା କାମ । ବାରମ୍ବାର ବଲାଙ୍ଗିର ବାସି ବାଇପାସ୍ ରାସ୍ତା ଦାବି କରି ଆସୁଛନ,କିନ୍ତୁ କେଭେ ସରିନାଇ ପାରବାର ରାସ୍ତା କାମ ।




