ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ଗାନ୍ଧିଛକ ରୁ କାର ର କାଚ ଭାଙ୍ଗି କରି ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ଟାଉନ୍ ପୋଲିସ ର ତଦନ୍ତ ଜାରି ।

ବରଗଡ଼;୨୯/୧୦(ମୋର୍ ସମିୟା) ବରଗଡ଼ ଗାନ୍ଧିଛକ ରେ ଦିନର ଦ୍ଵିପହରେ ଲୁଟ୍। ଗାନ୍ଧୀଛକ ରେ ଠିଆ ହେଇଥିବାର ଗୁଟେ ସୁଜୁକି ବ୍ରିଯା ଓଡ଼ି ୧୭ ଏବି ୬୨୫୫ ଗାଡ଼ି ନୁ ଡ୍ରାଇଭର ଆଡର କାଚ କେ ଫଟେଇ କରି ୨୦ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ବରଗଡ଼ ତଲିପଡ଼ା ର ସୁବୋତଚନ୍ଦ୍ର ଦାସ ଷ୍ଟେଟବ୍ୟାଙ୍କ ନୁ ୧୫ ଲକ୍ଷ କାଢ଼ିଥିଲେ ଆର୍ ଘରୁ ୫ ଲକ୍ଷ ଟଙ୍କା ଆନିଥିଲେ । ସବୁ ପଇସା କେ ଗାଡ଼ି ର ଆଗର ସିଟ ତଲେ ରଖିକରି ଗାନ୍ଧୀଛକ ର ଗୁଟେ ହୋଟେଲ କେ ଖାଇ ଯାଇଥିଲେ । ଖାଇକରି ଆସଲା ବେଲେ ଗାଡ଼ି ର କାଚ ଭାଙ୍ଗିଯାଇ ଥିବାର ଦେଖିଥିଲେ । ଗାଡ଼ି ଭିତରୁ ଟଙ୍କା ବି ହେଇଥିଲା ଗାଏବ୍। ଟାଉନ୍ ଥାନା ରେ ଅଭିଯୋଗ ପରେ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛେ । ସହର ର ଭିନଭିନ ଜାଗା ରେ ସିସିଟିଭି କେ ଯାଞ୍ଚ କରୁଛେ ପୋଲିସ । ଦିନୁ ଦିନକେ ବରଗଡ଼ ସହର ରେ ଦିନର ଦ୍ୱିପହର ରେ ଚୋରି ଡକାୟତି ବଢ଼ି ଚାଲିଥିବାର ନୁ ଭୟଭୀତ ହେଉଛନ ବରଗଡ଼ ବାସିନ୍ଦା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!