ଖେଳତାଜା ଖବର

ପହେଲାଥର ଲାଗି ମହିଳା କ୍ରିକେଟ୍ ବିଶ୍ୱକପ ଜିତଲା ଭାରତ, ଇତିହାସ ରଚଲା ଟିମ୍ ଭାରତ ।

ଦକ୍ଷିଣ ଆଫ୍ରିକା କେ ହରେଇ ବାଜି ମାରଲା ଭାରତ।

ମୁମ୍ବାଇ;୦୩/୧୧(ମୋର୍ ସମିୟା) କ୍ରିକେଟ୍ ଜଗତ ରେ ଇତିହାସ ରଚଲା ଭାରତ । ପହେଲା ଥର ଲାଗି ମହିଳା କ୍ରିକେଟ୍ ବିଶ୍ୱକପ ବିଜେତା ହେଲା ଭାରତ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଲା ଯାଇଥିବାର ମ୍ୟାଚ୍ ରେ ଭାରତ ପହେଲା ବ୍ୟାଟିଂ କରି ୨୯୮ ରନ୍ କରିଥିଲା । ପାଲଟା ଜବାବ ରେ ଦକ୍ଷିଣ ଆଫ୍ରିକା ୪୩.୫ ଓଭର ରେ ୨୪୬ ରନ୍ କରି ଅଲ୍ଆଉଟ୍ ହେଇଥିଲା। ୫୨ ବଛର୍ ଉତାରୁ ବିଜୟ ର ମୁକୁଟ ପିନ୍ଧି ଇତିହାସ ରଚିଛେ ଭାରତ । ଭାରତ ବିଜୟ ପଛାଡେ ଅଛେ ଦୁଇ ଖେଳାଳି ଙ୍କର ହାତ। ସେମାନେ। ହେଲେ ଦୀପ୍ତି ଶର୍ମା ଆର୍ ଶେଫାଳୀ ବର୍ମା । ଶେଫାଳୀ ୮୭ ରନ୍ କରି ୨ ୱିକେଟ୍ ନେବାର ସାଙ୍ଗେ ଦୀପ୍ତି ୫୮ ରନ୍ କରି ୫ ୱିକେଟ୍ ନେଇ ଭାରତ କେ ବିଜୟ ର ମୁକୁଟ ପିନ୍ଧେଇଥିଲେ । ମହେନ୍ଦ୍ର ସିଂହ ଧୋନି ଆର୍ କପିଲ ଦେବ୍ ଙ୍କର ଦୌଡ଼ ରେ ସାମିଲ୍ ହେଲା ହମରନପ୍ରୀତ କୌର ଙ୍କର ନା । ଇ ତାର ପୂର୍ବରୁ ଭାରତ ୨୦୦୫ ଆର୍ ୨୦୧୭ ରେ ଫାଇନାଲ୍ ଖେଲିଥିଲା କିନ୍ତୁ ରନର୍ସଅପରେ ରୁ ହେଇଥିଲା ପରାଜୟ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!