
ବଲାଙ୍ଗିର;୦୪/୧୧(ମୋର୍ ସମିୟା) ବଲାଙ୍ଗିର ମାଗୁରବେଡ଼ା ଲୋୟର ସୁକତେଲ ଡେମ କେ ଭୁଜି କରି ଆସି ଗାଧୁ ଥିବାର ସମିୟା ରେ ନିଖୋଜ ହେଇଥିଲେ ଜଣେ ଯୁବକ । ଅଗ୍ନିଶମ ବାହିନୀ ଦୁଇ ଦିନ ଖୋଜାଖୁଜି କଲା ପରେ ଆଜି ଘୁଙ୍ଗି ଗେର୍ଡି ରୁ ମିଲିଛେ ମଲା ଦେହେ । ଯୁବକ କଟକ ଜିଲ୍ଲା ର ପ୍ରୀୟଂଶ ମଲ୍ଲିକ। ସେ ବଲାଙ୍ଗିର ର ଗୁଟେ ଫାଇନାନ୍ସ କମ୍ପାନୀ ରେ କାମ କରୁଥିଲେ । ସେ କମ୍ପାନୀ ର କିଛି ଯୁବକ ମିଶି ଭୁଜି କରି ଯାଇଥିବାର ସମିୟା ରେ ଘଟିଥିଲା ଇ ଅଘଟଣ । ଭୁଜି କରବାର ସମିୟା ରେ ମଦ୍ୟପାନ କରି ଗାଧୁ ଥିବାର ସମିୟା ରେ ଘଟିଛେ ଇ ଦୁର୍ଘଟଣା । ଘଟଣା ସ୍ଥଳରେ ବଲାଙ୍ଗିର ସଦର ପୋଲିସ ର ଛାନଭିନ୍।




