ତାଜା ଖବରରାଜନୀତି

କାଲି ଫେର ଥରେ ନୂଆପଡ଼ା ଗସ୍ତ ରେ ଆସୁଛନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସ୍ନେହାଙ୍ଗିନୀ ଙ୍କର ଲାଗି ମାଗବେ ଭୋଟ।

ବଲାଙ୍ଗିର;୦୬/୧୧(ମୋର୍ ସମିୟା) କାଲି ଫେରଥରେ ନୂଆପଡ଼ା ଆସୁଛନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଲାଗି କରବେ ପ୍ରଚାର୍ । ଭିଡିଓ ମାଧ୍ୟମ ରେ ସୂଚନା ଦେଇଛନ ନବୀନ ପଟ୍ଟନାୟକ । ନୂଆପଡ଼ା ଖରିଆର ରୋଡ ଆର୍ ନୂଆପଡ଼ା ବ୍ଳକ ରେ ପ୍ରଚାର୍ କରବେ ନବୀନ । କୋମନା ରେ ଲୋକଙ୍କର ଭଲ ପାଇବାର ଦେଖି ଧନ୍ୟବାଦ ଜଣାଲେ । ଆର୍ ଦିନ କେତେଟା ଗଲେ ହେବାର କେ ଯାଉଛେ ଉପ ନିର୍ବାଚନ । ଉପ ନିର୍ବାଚନ କେ ନେଇ ତିନି ଦଳ ଭିତରେ ଜମକୁଛେ ପ୍ରଚାର୍ ମଇଦାନ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!