ଆଜି ନୂଆପଡ଼ା ଉପ ନିର୍ବାଚନ ର ଫଳାଫଳ, ଦୁଇ ନମ୍ୱର୍ ରାଉଣ୍ଡ ରେ ଜୟ ଢୋଲକିଆ ଆଗୁଆ ।
ମୁଲ ହେଲା ନ ଭୋଟ ଗଣତି।

ନୂଆପଡ଼ା;୧୪/୧୧(ମୋର୍ ସମିୟା) ଆଜି ନୂଆପଡ଼ା ଉପ ନିର୍ବାଚନ ର ଫଳାଫଳ । ଭାଗ୍ୟ ପରୀକ୍ଷା ଦଉଛନ ୧୪ ଜଣ ପ୍ରାର୍ଥୀ । ଆଜି ସକାଲୁ ୮ ବଜେ ନୁ ମୁଲ ହେଲା ନ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ରେ ଚାଲିଛେ ଭୋଟ ଗଣତି । ୧୪ ପ୍ରାର୍ଥୀ ଭିତରୁ ନୂଆପଡ଼ା ଭୋଟର କାହାର ଉପରେ ବିଶ୍ଵାସ କରୁଛନ ଆଜି ସନ୍ଧ୍ୟା ସୁଦ୍ଧା ହେବା ସ୍ପଷ୍ଟ।
ଓଡ଼ିଶା ରେ ସରକାର ପରିବର୍ତନ ପରେ ବିଜେପି ସରକାର ର ପହେଲା ଉପ ନିର୍ବାଚନ। ଗଲା ନିର୍ବାଚନ ରେ ନୂଆପଡ଼ା ଆସନ ବିଜେଡ଼ି ହାତେ ଥିଲା । ଏବେ ଦେଖବାର ବାକି ରହୁଛେ କି ବିଜେଡ଼ି ଫେର ଥରେ ନୂଆପଡ଼ା ଆସନ ତାର ହାତ କେ ନଉଛେ,କି ଅଲଗା କିଏ ବାଜି ମାରି ନେଉଛେ ନୂଆପଡ଼ା ଆସନ ।
ଭୋଟ ଗଣତି ର ପ୍ରଥମ ରାଉଣ୍ଡ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଥିବାର ସୂଚନା ।
ଜୟ ଢୋଲକିଆ (ବିଜେପି) – ୪୯୦୪ ଭୋଟ
ସ୍ନେହାଙ୍ଗିନୀ ଛୁରିଆ ( ବିଜେଡ଼ି) -୧୩୫୭ ଭୋଟ
ଘାସିରାମ ମାଝି ( କଂଗ୍ରେସ)- ୧୩୦୮ ଭୋଟ
ଦିତୀୟ ରାଉଣ୍ଡ ରେ ବିଜେପି ପ୍ରାର୍ଥୀ ୧୦ ହଜାର ଭୋଟ ଆଗୁଆ ।
ଜୟ ଢୋଲକିଆ (ବିଜେପି) -୧୪୩୭୦ ଭୋଟ
ସ୍ନେହାଙ୍ଗିନୀ ଛୁରିଆ ( ବିଜେଡ଼ି)-୪୩୫୭ ଭୋଟ
ଘାସିରାମ ମାଝି ( କଂଗ୍ରେସ)- ୩୫୩୦ ଭୋଟ
ପହେଲା ଆର୍ ଦୁଇ ନମ୍ୱର୍ ରାଉଣ୍ଡ ରେ ବଡ଼ ମାର୍ଜିନ ରେ ବିଜେପି ପ୍ରାର୍ଥୀ। ତିନ ପ୍ରମୁଖ ଦଳ ବିଜେଡ଼ି,ବିଜେପି, କଂଗ୍ରେସ ଭିତରେ ଚାଲିଛେ ଟକ୍କର। ୨୦୨୪ ନିର୍ବାଚନ ଅପେକ୍ଷା ୨୦୨୫ ଉପ ନିର୍ବାଚନ ରେ ବଢ଼ିଛେ ଭୋଟର ସଂଖ୍ୟା। ୮୩.୪୫ ପ୍ରତିଶତ ଦେଇଛନ ମତଦାନ । ମୋଟ ୨୬ ରାଉଣ୍ଡ ହେବା ଭୋଟ ଗଣତି।




