
ଭବାନୀପାଟଣା;୨୧/୧୧(ମୋର୍ ସମିୟା) ଭବାନୀପାଟଣା ର କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଙ୍କୁ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ। ଭବାନୀପାଟଣା ର ଜୋନ ସଭାପତି ଙ୍କୁ ଗୁରୁବାର ରାତି ରେ ବିଧାୟକ ଙ୍କର ବ୍ୟକ୍ତିଗତ ତଥ୍ୟ ନାଇ ଦେଲେ ଜୀବନ ରୁ ମାରିଦେମୁ ବଲି ଛୁରୀ, ବନ୍ଧୁକ ଦେଖେଇ ଧମକ ଦେଇଥିଲେ । ପରେ ବିଧାୟକ ଙ୍କୁ ହତ୍ୟା ଧମକ ଦେଇଥିବାର ସଙ୍ଗୀନ ଅଭିଯୋଗ । ରାଜ୍ୟ ରେ ଯଦି ଜଣେ ବିଧାୟକ ସୁରକ୍ଷିତ ନାଇ ନ ତାହେଲେ ଜନ ସାଧାରଣ କେତେ ସୁରକ୍ଷିତ କହି ପ୍ରଶ୍ନ କରିଛନ ବିଧାୟକ । ଘଟଣା କେ ନେଇ ଥାନା ରେ ଲିଖିତ ଅଭିଯୋଗ । ରାଜନୈତିକ କାରଣ ରୁ ହତ୍ୟା ଧମକ ସନ୍ଦେହ । ଟୁଇଟ୍ କରି ଜଣାଲେ ବିଧାୟକ ସାଗର ଚରଣ ଦାସ।




