ତାଜା ଖବର

ବ୍ରିଜ ତଲକେ ଖସରି ଗଲା ବସ୍, ଘନ ଖୁହୁଡ଼ି ଲାଗି ବସ୍ ଦୁର୍ଘଟଣା।

୫ ଜଣ ଗୁରୁତର ।

ସୋନପୁର;୨୫/୧୧(ମୋର୍ ସମିୟା) ସକାଲ ସକାଲ ଭୟାନକ ବସ୍ ଦୁର୍ଘଟଣା । ଭୁବନେଶ୍ଵର ରୁ ବରଗଡ଼ ଜିଲ୍ଲା ପଦ୍ମପୁର କେ ଯାଉଥିବାର ଜୟଭୋଲ ନାମକ ଘରୋଇ ବସ୍ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ରେ ଦୁର୍ଘଟଣା । ଭୁବନେଶ୍ଵର ରୁ ୪୦ ଜଣ ଯାତ୍ରୀ କେ ଧରି ବହାରିଥିବାର୍ ବସ୍ ସକାଲ ର ୬ ବଜେ ଘନ କୁହୁଡି ଲାଗି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛେ । ବିନିକା ଆର୍ ରାମପୁର ଅଗ୍ନିଶମ ବହାନି ଙ୍କର ମିଳିତ ପ୍ରୟାସ ରେ ଗୁରୁତର କେ ଉଦ୍ଧାର କରି ବିନିକା ଗୋଷ୍ଠୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ୫ ଜଣ ଙ୍କର ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ଡ଼ାକ୍ତରଖାନାରେ କେ ସ୍ଥାନାନ୍ତର କରାଯାଇଛେ । ପାଖାପାଖି ୨୦ ଜଣ ଆହାତ ହେଇଥିବାର ସୂଚନା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!