ଅପରାଧଜୀବନଚର୍ଯ୍ୟାତାଜା ଖବର

ପୁଅ ର ବରଯାତ୍ରୀ ଗାଡ଼ି ଧକ୍କା ରେ ଚାଲିଗଲା ବାପା ଙ୍କର ଜୀବନ ।

ଦୁଃଖଦ ଘଟଣା।

ବଲାଙ୍ଗିର;୨୬/୧୧(ମୋର୍ ସମିୟା) ପୁଅ ର ବରଯାତ୍ରୀ ଗାଡ଼ି ଧକ୍କା ରେ ବାପା ର ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ମଣ୍ଡଳ ଗାଁ ରେ ଘଟି ଛେ ଏନ୍ତା ଗୁଟେ ଦୁଃଖଦ ଘଟଣା । ମୃତକ ହେଲେ ଚୈତ୍ୟନ ବାଗ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଆମ୍ବାପଳି ଗାଁ ର ଚୈତନ୍ୟ ବାଗ ଙ୍କର ପୁଅ ଦୁଃଖିଶ୍ୟାମ ବାଗ ଙ୍କର ପାଟଣାଗଡ଼ ବ୍ଲକ୍ ମଣ୍ଡଳ ଗାଁ କେ ବରଯାତ୍ରୀ ଯାଇଥିଲେ । କିଛି ସମିୟା ଗଲା ପରେ ବରଯାତ୍ରୀ ଆରମ୍ଭ ହେଲା ପରେ ବରଯାତ୍ରୀ ଗାଡ଼ି ର ଚାଳକ ଙ୍କର ଅସାବଧାନତା ଲାଗି ଚୈତନ୍ୟ ଙ୍କର ଉପରେ ଗାଡ଼ି ଚଢି ଯାଇଥିଲା । ଗାଡ଼ି ଚଢବାର ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା । ଦୁର୍ଘଟଣା ରେ କନ୍ୟା ଘର୍ ପକ୍ଷ ରୁ ବି ଜଣେ ଆହତ ହେଇଛନ । ଖବର ପାଇ ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଦୁର୍ଘଟଣା ଘେଟେଇଥିବାର ଗାଡ଼ି କେ ଜବତ କରିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!