ମନୋରଞ୍ଜନରାଜନୀତି

ଗନ୍ଧମାର୍ଦ୍ଦନ ପାହାଡ଼ ରେ ନିର୍ମାଣ ହେବା ରୋପ ୱେ, ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ବରଗଡ଼ ସାଂସଦ।

ଗନ୍ଧମାର୍ଦ୍ଦନ ପାହାଡ଼ ର ଉନ୍ନତି ଲାଗି ଆଲୋଚନା ।

ବରଗଡ଼;୨୬/୧୧(ମୋର୍ ସମିୟା) ଗନ୍ଧମାର୍ଦ୍ଦନ ପାହାଡ଼ ର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଆଲୋଚନା କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଗନ୍ଧମାର୍ଦ୍ଦନ ପାହାଡ଼ ରେ ନିର୍ମାଣ ହେବା ରୋପ ୱେ। ଗନ୍ଧମାର୍ଦ୍ଦନ ପାହାଡ଼ ର ଗୁଟେ ଆଡ଼େ ନରସିଂହନାଥ ଆର୍ ଗୁଟେ ଆଡ଼େ ହରିଶଙ୍କର ରହିଛେ । ଗୁଟେ ଦର୍ଶନୀୟ ସ୍ଥାନ ରୁ ଆର୍ ଗୁଟେ ଦର୍ଶନୀୟ ସ୍ଥାନ ଚାଲିଚାଲି ଯିବାର କେ ୧୮ କି.ମି. ଯାତ୍ରା କରବାର ପଡୁଛେ । ରାଜ୍ୟ ଆର୍ ରାଜ୍ୟ ବାହାରୁ ଭିନଭିନ୍ ଜାଗା ରୁ ଇନକେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କର ସମାଗମ ଦେଖବାର କେ ମିଲୁଛେ । ଗନ୍ଧମାର୍ଦ୍ଦନ ପାହାଡ଼ ର ସ୍ଵନ୍ଦର୍ଯ୍ୟତା ଆର୍ ପର୍ଯ୍ୟଟକ ମାନକେ ଆକୃଷ୍ଟ କରବାର ଲାଗି ସରକାର ଙ୍କର ପ୍ରୟାସ। ଇ ଦିଗେ ବହୁତ୍ ଜଲଦି ପଦକ୍ଷେପ ନିଆଯିବା ବଲି ସୂଚନା ଦେଇଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!