ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ଫେବୃୟାରୀ ୧୮ ରୁ ଆରମ୍ଭ ହେବ +୨ ପରୀକ୍ଷା,ସୂଚନା ଦେଲେ ମାଧ୍ୟମିକ ଶିକ୍ଷ୍ୟା ପରିଷଦ ।
୪ ଲକ୍ଷ୍ୟ ୭ ହଜାର ୩୭ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା ।

ଭୁବନେଶ୍ୱର;୦୩/୧୨(ମୋର୍ ସମିୟା) ଆଏବାର ଫେବୃୟାରୀ ୧୮ ତାରିଖ ରୁ ମୁଲ୍ ହେବା +୨ ପରୀକ୍ଷା । ଫେବୃୟାରୀ ୧୮ ରୁ ମାର୍ଚ୍ଚ ୨୧ ତାରିଖ ତକ୍ ହେବା ପରୀକ୍ଷା । ଇ ବଛର ୪ ଲକ୍ଷ୍ୟ ୭ ହଜାର ୩୭ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା । ଡିସେମ୍ବର ୧୫ ତାରିଖ ସୁଦ୍ଧା ଦିଆହେବା ଆଡମିଟକାର୍ଡ । ୧୩୫୦ ଟା କେନ୍ଦ୍ର ରେ ହେବା ପରୀକ୍ଷା। ସବୁ ପରୀକ୍ଷା କେନ୍ଦ୍ର ରେ ସିସିଟିଭି ର ନଜର ରେ ପରୀକ୍ଷ ଦେବେ ଛାତ୍ର ଛାତ୍ରୀ। ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ।




