ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ପଦ୍ମପୁର ନୁ ବରଗଡ଼ ଯାଉଥିବାର ସରକାରୀ ବସ୍ ରେ ଲାଗଲା ଜୁଏ, ବସ୍ ଥି ଥିଲେ ୨୫ ଯାତ୍ରୀ ।

ଚଳନ୍ତା ବସ୍ ଥି ଜୁଏ।

ବରଗଡ଼;୦୫/୧୨(ମୋର୍ ସମିୟା)ପଦ୍ମପୁର ନୁ ବରଗଡ଼ ଯାଉଥିବାର ସରକାରୀ ବସ୍ ରେ ଲାଗଲା ଜୁଏ। ବରଗଡ଼ ଜିଲ୍ଲା ବିଜେପୁର ବଲଣ୍ଡା ଛକେ ଘଟିଛେ ଇ ଘଟଣା । ବସ୍ ନୁ ବସିଥିଲେ ୨୫ ନୁ ଅଧିକା ଯାତ୍ରୀ । ବସ୍ ନୁ କୁହୁଲା ବାହାରବାର ଦେଖି ଗାଡ଼ି ଅଟକେଇ କରି ଉତରି ଦେଇଥଲେ ଯାତ୍ରୀ । କିଛି ସମିୟା ଗଲା ପରେ ବସ ରେ ଜୁଏ ଲାଗି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜୁଏ ଲିଭେଇ ଥିଲେ । ପ୍ରାଥମିକ ତଦନ୍ତ ରୁ ସଟ ସର୍କିଟ ନୁ ବସ୍ ଥି ଜୁଏ ଲାଗିଥିବାର କୁହା ଯାଉଛେ । ଟଲି ଗଲା ବଢେ ଟେ ବିପଦ । ସବୁ ଯାତ୍ରୀ ସାଙ୍ଗେ ବସ୍ କର୍ମଚାରୀ ସୁରକ୍ଷିତ ଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!