ତାଜା ଖବର
ଆଏବାର ଫେବୃୟାରୀ ୧୯ ତାରିଖ ରୁ ଆରମ୍ଭ ହେବ ମେଟ୍ରିକ୍ ପରୀକ୍ଷା।
ପରୀକ୍ଷା ଦେବେ ୫ ଲକ୍ଷ ନୁ ଅଧିକା ଛାତ୍ର ଛାତ୍ରୀ।
ଭୁବନେଶ୍ବର;୦୫/୧୨(ମୋର୍ ସମିୟା) ଆଏବାର ଫେବୃୟାରୀ ୧୯ ତାରିଖ ରୁ ଆରମ୍ଭ ହେବାର କେ ଯାଉଛେ ମେଟ୍ରିକ୍ ପରୀକ୍ଷା। ଫେବୃୟାରୀ ୧୯ ନୁ ଆରମ୍ଭ ହେଇକରି ମାର୍ଚ୍ଚ ୨ ରେ ହେବା ଶେଷ। ସକାଳ ର ୯ ବଜେ ରୁ ୧୧.୩୦ ବଜେ ତକ୍ ହେବା ପରୀକ୍ଷା । ଖାଲି ଗଣିତ ପରୀକ୍ଷା ଦିନ ଅଧିକା ୧୫ ମିନିଟ ସମିୟା ପାଇବେ ଛାତ୍ର ଛାତ୍ରୀ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ଦେବେ ପରୀକ୍ଷା । ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ ।
ପରୀକ୍ଷା ସୂଚୀ ;
୧୯/୦୨/୨୬ – ମାତୃଭାଷା
୨୧/୦୨/୨୬ – ଇଂରାଜୀ
୨୩/୦୨/୨୬ – ହିନ୍ଦୀ/ସଂସ୍କୃତ
୨୫/୦୨/୨୬ – ବିଜ୍ଞାନ
୨୭/୦୨/୨୬ – ସାମାଜିକ ବିଜ୍ଞାନ
୦୨/୦୩/୨୬ – ଗଣିତ




