ବିଧାୟକ ଲକ୍ଷ୍ମଣ ବାଗ ହେଲେ ହଟହଟା,ରାସ୍ତା ରୋକ ବେଲେ ବିଧାୟକ ଙ୍କୁ ନଲିଆ ଦେଇକରି ଯିବାର କେ ବାଧ୍ୟ କଲେ ଗ୍ରାମବାସୀ।
ଦାବି ପତ୍ର ଗ୍ରହଣ କଲେ ବିଧାୟକ୍ ।

ସମ୍ବଲପୁର;୦୫/୧୨(ମୋର୍ ସମିୟା) ଗାଁ କେ ରାସ୍ତା ନାଇ ଥିବାର ନୁ ପହଞ୍ଚି ନାଇ ପାରବାର ମୌଳିକ ସୁବିଧା । ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ୧୫ ଖଣ୍ଡ ଗାଁ ଲୋକେ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ କଦଲିଗଡ଼ ପଞ୍ଚାୟତ ପଣକିମାଲ ଗାଁ ରେ କେରାଣ୍ଡି ନାଲ ରେ ବ୍ରିଜ ନିର୍ମାଣ ଲାଗି ହେଉଥିଲା ରାସ୍ତା ରୋକ । ରାସ୍ତା ରୋକ ସମିୟା ରେ ଭୁବନେଶ୍ୱର ଯାଉଥିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଙ୍କୁ ଦେଖି ଘେରିଥିଲେ ଗାଁ ଲୋକେ ।ବିଧାୟକ ଗାଁ ଲୋକଙ୍କର ଦାବିପତ୍ର ଗ୍ରହଣ କରି ସରକାର ଙ୍କର ଦୃଷ୍ଟି ଆକର୍ଷଣ କରମି କହି ଦେଲେ ପ୍ରତିଶୃତି । ରାସ୍ତା ରୋକ ରେ ବସିଥିବାର ଗ୍ରାମବାସି ବିଧାୟକ ଙ୍କୁ ଦେଖି ନଲିଆ ଭିତରୁ ଯିବାର କେ କରିଥିଲେ ବାଧ୍ୟ । ଶେଷ କେ ରାସ୍ତା ନାଇ ଛାଡିଦେବାର ନୁ ବାଧ୍ୟ ହେଇକରି ନଲିଆ ଭିତରୁ ଗାଡ଼ି ରେ ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।
ଗ୍ରାମବାସୀ ଙ୍କର ଅଭିଯୋଗ ଅନୁସାରେ କେରାଣ୍ଡି ନାଲ ରେ ବ୍ରିଜ ନାଇଥିବାର ନୁ ଅନେକ ଅସୁବିଧା ର ସମ୍ମୁଖୀନ ହଉଛନ ଗ୍ରାମବାସୀ । ଗାଁ କେ ଆସିନାଇ ପାରବାର ଆମ୍ବୁଲାନ୍ସ, ଛାତ୍ର ଛାତ୍ରୀ ଯାଇ ନାଇ ପାରବାର ସ୍କୁଲ । ବାରମ୍ବାର ଅଭିଯୋଗ ସତ୍ବେ ବି କିଛି ପଦକ୍ଷେପ ନାଇ ନେବାର ନୁ ଶେଷ କେ ଗ୍ରାମବାସୀ ଉତ୍ତେଜିତ ହେଇ ଟାୟାର ଜାଳି କଲେ ରାସ୍ତା ଅବରୋଧ ।




