ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଗମ୍ଭାରି ଗାଁର ବଜାର ପଡ଼ା ନେ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ଗଡ଼ା ହେଲା ଶୁଭ ସ୍ତମ୍ଭ।
ଧୁମ୍ ଧାମ ରେ ହେବା ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା।

ବଲାଙ୍ଗିର;୦୬/୧୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଗମ୍ଭାରୀ ଗାଁର୍ ବଜାର ପଡା ନେ ଡିସେମ୍ବର୍ ୪ ତାରିଖ୍ ସକାଲ୍ ର୍ ୧୦ ବଜେ ହନୁମାନ୍ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ଶୁଭ ସ୍ତମ୍ଭ ଗଡା଼ହେଲା । ଶ୍ରୀଯୁକ୍ତ ଗୌତମ୍ ସାହୁ ଆଉ ତାଙ୍କର୍ ଧର୍ମପତ୍ନି ଉତ୍ତରା ସାହୁ ଇ ପୂଜା ନେ କର୍ତ୍ତା ଆଉ ପଣ୍ଡିତ ସୁମନ୍ତ ଦାସ୍ ଇନେ ମନ୍ତ୍ର ଉଚ୍ଚାରନ୍ ସାଙ୍ଗେ ପୂଜା କେ ସମାପନ୍ କରିଥିଲେ । ଏରିଆ ର୍ କିଛି ମାଏନତା ଗୁନତା ସିଆନ ସୁଜନ ବ୍ୟକ୍ତି ସାଙ୍ଗେ ଜୁଆନ୍ ପିଲା ମାନ୍ ଙ୍କର ସହଯୋଗ ରେ ଆଉ ମା ମାନଙ୍କର୍ ଉପସ୍ଥିତି ରେ ପୂଜା ଟା ସୁରୁଖୁରୁ ରେ ସରିଥିଲା। ଆଏବାର୍ କିଛି ଦିନ ରେ ସବକର୍ ସହଯୋଗ ରେ ଧୁମ୍ ଧାଁମ୍ ରେ ହେବା ସଙ୍କଟ ମୋଚନ ପ୍ରଭୁ ଶ୍ରୀ ହନୁମାନ ଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ।




