ଅପରାଧତାଜା ଖବର

ବେପରୁଆ ଗାଡ଼ି ଚଳାଇ ରୋଡ଼ ତରେ ଥିବାର ଫଳ ଦୋକାନ କେ ଧକ୍କା ଦେଲା ବଲାଙ୍ଗିର ମ୍ୟୁନିସିପାିଲଟି ର ଗାଡ଼ି ।

ଟିକେ ଟିକେ କେ ବଞ୍ଚିଗଲା ନିରୀହ ଜୀବନ ।

ବଲାଙ୍ଗିର;୦୬/୧୨(ମୋର୍ ସମିୟା) ବଲାଙ୍ଗିର ମ୍ୟୁନିସିପାିଲଟି ସେପଟି ଟାଙ୍କି ଗାଡ଼ି ( ଓଡ଼ି ୦୩ ଏଇ ୬୬୩୮) ଡ୍ରାଇଭର ଙ୍କର ବେପରୁଆ ଗାଡ଼ି ଚାଳନା। ଆଜି ସକାଲେ ବଲାଙ୍ଗିର ବସ୍ ଟର୍ମିନାଲ ସାମନା ରେ ଥିବାର ଫଳ ଦୋକାନ ଉପର କେ ମାଡ଼ି ଯାଇଥିଲା ମ୍ୟୁନିସିପାିଲଟି ର ସେପଟି ଟାଙ୍କି ଗାଡ଼ି । ସ୍ଥାନୀୟ ଲୋକଙ୍କର କହିବାର ଅନୁସାରେ ଗାଡ଼ି ଚାଲକ ଫୋନ୍ ଖେଲି ଖେଲି ଗାଡ଼ି ଚଲଉ ଥିବାର ନୁ ଘଟିଛେ ଇ ଘଟଣା । ଦୁଇଟା ଫଲ୍ ଦୋକାନ ସାଙ୍ଗେ ଗୁଟେ ସ୍କୁଟି, ମୋଟରସାଇକେଲ ଆର୍ ସାଇକେଲ କେ ଚେପେଇ ଦେଇଛେ ମ୍ୟୁନିସିପାିଲଟି ଗାଡ଼ି । ଦୁର୍ଘଟଣା ରେ ବଞ୍ଚି ଯାଇଛନ ପାଖେ ଥିବାର ଲୋକ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖବାର କେ ମିଲିଥିଲା । ଦୁର୍ଘଟଣା ଘଟେଇଥିବାର ଡ୍ରାଇଭର କେ କାବୁ କରିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଟାଉନ୍ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରବାର ପରେ ଡ୍ରାଇଭର କେ ପୋଲିସ ହାତେ ଜୀମା ଦେଇଥିଲେ ସ୍ଥାନୀୟ ଲୋକେ । ଫଲ ଦୋକାନ କେ ଧକ୍କା ଦେବାର ନୁ ଛିନଛତର ହେଇ ପଡ଼ିଛେ ଫଲମୁଲ । ବ୍ୟବସିୟୀ ଙ୍କର କହିବାର ଅନୁସାରେ ପାଖାପାଖି ୪୦-୫୦ ହଜାର ଟଙ୍କା ର ସମାନ ହେଇଛେ ଖଏତ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!