ତାଜା ଖବର

ଜୁଏ ଲାଗି ସବୁ ପୁଡି ହେଇଗଲା ଛାରଖାର,ହେଲେ ନାଇ ଜଲି ସଙ୍କଟ ମୋଚନ ହନୁମାନ ଙ୍କର ଫଟୋ।

ଚାରି ଆଡ଼େ ଚର୍ଚ୍ଚା ର ବିଷୟ।

ବଲାଙ୍ଗିର;୦୯/୧୨(ମୋର୍ ସମିୟା) ଗଲା କାଲି ୩ ରୁ ୩.୩୦ ବଜେ ଭିତରେ ବଲାଙ୍ଗିର ପୁରୁଣା ସରକାରୀ ବସ୍ ଷ୍ଟାଣ୍ଡ ପାଖେ ଥିବାର ଫଳ ବଜାର ରେ ଜୁଏ ଲାଗି ପାଖାପାଖି ୮୧ ଟା ଦୋକାନ ପୁଡି ଛାରଖାର ହେଇଯାଇଥିଲା । ଫଳ ବେପାରୀ ଙ୍କର ଲକ୍ଷାଧିକ ଟଙ୍କା ର କ୍ଷତି ବି ହେଲା । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ ନିଜର ଜୀବନ ବଞ୍ଚାବାର୍ ଲାଗି ସକାଳୁ ବେପାର କରିଥିବାର ପଇସା ବି ଆଣି ନାଇ ପାରି ଦୋକାନୀ, ଫଳ ରେ ସେ ସକାଳୁ ବିକିଥିବାର୍ ପଇସା ବି ଜୁଏ ଥି ପୁଡି ହେଇଗଲା ଖାର। ଅଗ୍ନିଶମ ବାହିନୀ ଆସି ଜୁଏ କେ ଆୟତ୍ତ କରବାର ପରେ ଦେଖବାର କେ ମିଲିଥିଲା ଗୁଟେ ଆଶ୍ଚର୍ଯ୍ୟ ଘଟଣା ।
ଏତେ ଭୟଙ୍କର ଅଗ୍ନିକାଣ୍ଡ ରେ ସବୁ ଜଳିପୁଡି ଛାରଖାର ହେଇଗଲା ସତ୍ୱେ ବି ଗୁଟେ ଦୋକାନ ରେ ଲାଗିଥିବାର ପ୍ରଭୁ ଶ୍ରୀ ସଙ୍କଟ ମୋଚନ ମହାବୀର ହନୁମାନ ଙ୍କର ଫଟୋ ରେ ଲାଗି ନାଇ ପାରି ଜୁଏ। ଫଟୋ ରେ ସଙ୍କଟ ମୋଚନ ମହାବୀର ହନୁମାନ ଙ୍କର ସାଙ୍ଗେ ଅଛନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର। ଇ ଫଟୋ କେ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା। ଭଗବାନ କେ ବିଶ୍ୱାସ କରୁଥିବାର ଶ୍ରଦ୍ଧାଳୁ ଙ୍କର ଭିତରେ ଦେଖବାର କେ ମିଲିଛେ ଉତ୍ସାହ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!