ତାଜା ଖବର

କଳାହାଣ୍ଡି ବଞ୍ଜାରି ଘାଟି ରେ ଲେହେଟିଗଲା ଏଲପିଜି ଗ୍ୟାସ ଟ୍ୟାଙ୍କର।

ଯାତାୟତ ଠପ୍।

କଳାହାଣ୍ଡି;୧୧/୧୨(ମୋର୍ ସମିୟା) ଭବାନୀପାଟଣା ରୁ ରାୟଗଡ଼ା କେ ସଂଯୋଗ କରୁଥିବାର ୬ ନମ୍ୱର୍ ରାଜ୍ୟ ରାଜପଥ ବଞ୍ଜାରି ଘାଟି ରେ ଲେହେଟିଗଲା ଏଲପିଜି ଗ୍ୟାସ ଟ୍ୟାଙ୍କର। ଟ୍ୟାଙ୍କର ବିଶାଖାପାଟଣା ରୁ ବଲାଙ୍ଗିର ଯିବାର ସମିୟା ରେ ଘଟିଛେ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ରୁ ଗ୍ୟାସ ଲିକ୍ ହେବାର ଆଶଙ୍କା ଥିବାର ନୁ ରାସ୍ତା ର ଉଭୟ ପାର୍ଶ୍ଵ ରୁ ଗାଡ଼ି ଚଳାଚଳ ବନ୍ଦ କରା ଯାଇଛେ । ଜେନଥିରଲାଗି ଭବାନୀପାଟଣା ରୁ ରାୟଗଡ଼ା କେ ସଂଯୋଗ କରୁଥିବାର ୬ ନମ୍ୱର୍ ରାଜ୍ୟ ରାଜପଥ ଯାନବାହାନ ଚଳାଚଳ ଠପ୍ ହେଇ ଯାଇଛେ । ଗୁରୁତର ଡ୍ରାଇଭର୍ କେ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛେ । ଘଟଣା ସ୍ଥଳରେ ଭବାନୀପାଟଣା ଉପ ଜିଲ୍ଲାପାଳ, ନାର୍ଲ ତହସିଲଦାର ଓ ସ୍ଥାନୀୟ ପୋଲିସ ପ୍ରଶାସନ ପହଞ୍ଚି ଘଟଣା ଉପରେ ନଜର ରଖିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!