ତାଜା ଖବର

ବଙ୍ଗୋମୁଣ୍ଡା ରେଞ୍ଜ ସାନବାଙ୍କୀ ଗାଁ ରେ ରାତି ସୁଇ ଥିବାର ସମିୟା ରେ ହାତୀ ଆକ୍ରମଣ,ଜଣେ ମହିଳା ମୃତ।

ନାକେଦମ୍ କଲେ ନ ହାତୀପଲ।

ବଲାଙ୍ଗିର;୧୧/୧୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ସାନବାଙ୍କୀ ଗାଁ ରେ ହାତୀ ଆତଙ୍କ। ହାତୀ ଆକ୍ରମଣ ରେ ଜଣେ ମହିଳା ମୃତ। ମୃତକ ହେଲେ ମନ୍ଦାର ପୁଟେଲ । ସତ୍ୟାନନ୍ଦ ପୁଟେଲ ଓ ତାଙ୍କର ପରିବାର ରାତି ସୁଇ ଥିବାର ସମିୟା ରେ ହାତୀ ଆକ୍ରମଣ କରିଥିଲା । ଘର୍ ଭାଙ୍ଗି ମନ୍ଦାର ପୁଟେଲ କେ ଦଲି ଚକଟି କରି ମାରିଥିଲା ହାତୀ। ଟିକେ ଟିକେ କେ ବଞ୍ଚି ଗଲେ ମନ୍ଦାର ଙ୍କର ଶଶୁର ଓ ସ୍ଵାମୀ। ଗଲା କିଛି ଦିନ ହେବା ଇ ଅଞ୍ଚଳ ରେ ୩୦ ଟିକିଆ ହାତୀ ପଲ ପଶି ଅଞ୍ଚଳବାସି ଙ୍କର ଘର୍ ଭାଙ୍ଗବାର ସାଙ୍ଗେ ଅନେକ ଫସଲ ବି ନଷ୍ଟ କରୁଛନ । ଯାହାର ଫଳ ରେ ଆଜି ଗାଁ ରେ ଉତେଜନା ଦେଖବାର କେ ମିଲିଥିଲା । ମୃତ ପରିବାର ଙ୍କୁ କ୍ଷତିପୂରଣ ଦାବି କରିଛନ୍ ଅଞ୍ଚଲବାସି। ପରେ ବନବିଭାଗ ର ଟିମ୍ ପହଞ୍ଚି ମଲା ଦେହେ କେ ଉଦ୍ଧାର କରି ତହସିଲଦାର ଙ୍କର ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକେ ଙ୍କୁ ହସ୍ତାନ୍ତର କରାଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!