ତାଜା ଖବର

ଧାନ ଖରି ରେ ଲାଗଲା ଜୁଏ, ଜଲିଗଲା ୬୦୦ ବସ୍ତା ଧାନ ।

ଚାଷୀ ମୁଡେ ଚଡ଼କ୍।

ବଲାଙ୍ଗିର;୧୫/୧୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜଲିଆ ଗାଁ ର ସୂର୍ୟନାରାୟଣ ନାଏକ ଙ୍କର ଧାନ ଖରି ରେ ଲାଗଲା ଜୁଏ। ଜଲିଗଲା ୬୦୦ ବସ୍ତା ଧାନ । ଲାଖ ଉଧାର କରି ଚାଷ କରିଥିବାର ଚାଷୀ ଏବେ ହତାଶ। ଚାଷୀ ଙ୍କର କହିବାର ହିସାବରେ କେହି ଦୁର୍ବୃତ୍ତ ଆସି ଧାନ ଖରି ରେ ଜୁଏ ଲଗେଇଛନ । ଧାନ ଖରି ରେ ଜୁଏ ଲାଗିଥିବାର ଦେଖି ଦେଓଗାଁ ଦମକଲ ବହାନୀ କେ ଖବର ଦେଇଥିଲେ । ଖବର ଦେବାର ନୁ ଦୁଇଟା ଦମକଳ ଗାଡ଼ି ଆସି ଜୁଏ କେ ଆୟତ କରବାର ଚେଷ୍ଟା କରିଥିଲେ । ଜୁଏ କେ ଆୟତ ନେବାର ସମିୟା ଭିତରେ ଅଧାରୁ ଅଧିକ ଧାନ ପୁଡି ଯାଇଥିଲା। ସରକାର ଙ୍କୁ କ୍ଷତିପୂରଣ ଦାବି କଲେ ଚାଷୀ

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!