
ଭୁବନେଶ୍ୱର;୧୯/୧୨(ମୋର୍ ସମିୟା) ଗଲା ଡିସେମ୍ବର ୯ ତାରିଖ ବିଧାନସଭା ଶୀତ ଅଧିବେଶନରେ ସର୍ବସମ୍ମତି କ୍ରମେ ବିଧାୟକ ଙ୍କର ଦରମା ଓ ଭତ୍ତା ବଢ଼ିଥିବାର ବିଲ୍ ପାରିତ କରିଥିଲେ ସରକାର। ଜେନ ଥିରେ ବିଧାୟକ ଙ୍କର ଦରମା ୧ ଲକ୍ଷ୍ୟ ରୁ ୩ ଲକ୍ଷ୍ୟ ୪୫,୦୦୦ କେ ବଢିଥିଲା। ଯାହାକେ ନେଇ ସାରା ଦେଶ ରେ ଚର୍ଚ୍ଚା। ସାଧାରଣ ଜନତା ବି ରୁଡେ ଘାଟେ ଇ ଘଟଣା କେ ଚର୍ଚ୍ଚା କରି ସରକାର ଙ୍କର ଉପରେ ଅସନ୍ତୋଷ ହେବାର ନୁ ଘଟଣା ର ହେବା ଆଉ ଥରେ ବିଚାର। ପଡ଼ଲା କେଁ ସାଧାରଣ ଜନତା ଙ୍କର ଚାପ ? ଯାହାକେ ନେଇ ଗଲା କାଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ବିଧାୟକ ମାନଙ୍କର ବୈଠକ ବସିଥିଲା। ବିଧାୟିକା ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଭେଟି ଦରମା ବୃଦ୍ଧି ର ଆଉ ଥରେ ବିଚାର ଲାଗି ପ୍ରସ୍ତାବ ଦେଇଥିଲେ । ଯାହାକେ ନେଇ ସଂସଦୀୟ ଓ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଗଣମାଧ୍ୟମ କେ ସୂଚନା ଦେଇଛନ ଜନତା ଙ୍କର ମତ କେ ସମ୍ମାନ ଜନେଇ ଦରମା ବୃଦ୍ଧି ର ଆଉ ଥରେ ବିଚାର କରବାର ଲାଗି ମୁଖ୍ୟମନ୍ତ୍ରୀ କେ ଅବଗତ କରେଇଛନ୍।
ସାଧାରଣ ରେ ଚର୍ଚ୍ଚା,ଚାରି ଆଡ଼େ ଜନତା ଙ୍କର ତିବ୍ର ଅସନ୍ତୋଷ ପରେ ସମାଲୋଚନା ର ଶୀକାର ହେଇଥିଲେ ସରକାର । ଜନତା ଙ୍କର ଚାପ ରେ ଆସି ଘଟଣା ର ଆଉ ଥରେ ବିଚାର କରବାର ଲାଗି ବାଧ୍ୟ ହେଲେ ରାଜ୍ୟ ସରକାର।




