
ସମ୍ବଲପୁର;୧୯/୧୨(ମୋର୍ ସମିୟା) ଟୋକନ୍ ସମସ୍ୟା ଓ ଧାନ ମଣ୍ଡି ର ଅବ୍ୟବସ୍ଥା କେ ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ ଚାଷୀ । ସକାଳ ର ୬ ରୁ ସନ୍ଧ୍ୟା ୬ ତକ୍ ବନ୍ଦ ଡାକରା ଦେଇଛନ୍ କୃଷକ ସଂଗଠନ। ବନ୍ଦ ରେ ସ୍କୁଲ,କଲେଜ, ଦୋନକ ବଜାର,ସରକାରୀ କାର୍ଯ୍ୟାଳୟ ବନ୍ଦ ରହେବା । ଖାଲି ଜରୁରୀ କାଳୀନ ବ୍ୟବସ୍ଥା ରହେବା ଖୋଲା। ବାରମ୍ବାର ସରକାର କେ ଅସୁବିଧା ଜଣାବାର ସତ୍ୱେ ବି କିଛି ସମାଧାନ ନାଇ ହେବାର ନୁ ଶେଷ କେ ରାଜରାସ୍ତା ରେ ଚାଷୀ । ସରକାର ଚାଷୀ ର ଦୁଃଖ ନାଇ ବୁଝବାର ନୁ ରାଏଜ ସରକାର ଉପରେ ଅସନ୍ତୋଷ ଝାଡୁଛନ୍ ଚାଷୀ । ବନ୍ଦ୍ ପାଳନ ରୁ ବାଦ ପଡବା ଜାତୀୟ ରାଜପଥ ଓ ରେଳ ରୋକ୍। ଚାଷୀ ଙ୍କର ବନ୍ଦ ଡ଼ାକରା କେ ଭିନଭିନ୍ ସଂଗଠନ ର ସମର୍ଥନ।




