
ବଲାଙ୍ଗିର;୨୧/୧୨(ମୋର୍ ସମିୟା) ହ୍ୟୁମାନ ସାଗର ଙ୍କର ମୃତ୍ୟୁ କେ ନେଇ ଆଜି କଟକ ମର୍କତ ନଗର ଥାନା ରେ ଏତଲା ଦେଇଛନ ମା ଶେଫାଳୀ ସୁନା । ହ୍ୟୁମାନ ଙ୍କର ମୃତ୍ୟୁ ପଛେ ନିର୍ଯାତନା ର ଅଭିଯୋଗ ଆନଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ମା । ହ୍ୟୁମାନ ଙ୍କର ସନ୍ଦେହଜନକ ମୃତ୍ୟୁ କେ ନେଇ ଥାନା ର ଦ୍ବାରସ୍ଥ। ଦୁର୍ବ୍ୟବହାର,ଚାପ,ନିଶାଦ୍ରବ୍ୟ, ଅବହେଳା,ପଇସା ହେରଫେର,ଡିଜିଟାଲ ପ୍ରମାଣ ନଷ୍ଟ କେ ନେଇ ତଦନ୍ତ କରବାର କେ ଦାବି କରିଛନ ହ୍ୟୁମାନ ଙ୍କର ମା । ହ୍ୟୁମାନ ଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କର ପରିବାର, ବାନ୍ଧବୀ ଅର୍ପିତା ଚୌଧୁରୀ ଓ ତାଙ୍କର ପରିବାର ଙ୍କର ନା ରେ ବି ଏତଲା । ଅର୍ପିତା ଚୌଧୁରୀ ଙ୍କର ସମ୍ପତି କେ ବି ନେଇ ପ୍ରଶ୍ନ ଉଠେଇଛନ ହ୍ୟୁମାନ ଙ୍କର ମା । ଚିକିତ୍ସା କରୁଥିବାର ଡାକ୍ତର ଶୁଭେନ୍ଦୁ ମିଶ୍ର, ମ୍ୟାନେଜର ଦିନେଶ ବେହେରା,ପ୍ରଶାନ୍ତ ବେହାର,ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତି ଏନ୍ତା ମୋଟ୍ ୯ ଜଣ ଙ୍କର ନା ରେ ଏତଲା ଦେଇଛନ୍ ହ୍ୟୁମାନ ଙ୍କର ମା ।




