
ସମ୍ବଲପୁର;୦୮/୦୧(ମୋର୍ ସମିୟା) ସମ୍ବଲପୁର ଭାଲୁପାଲି ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ହୋଟେଲ ଭିତରେ ଦୁଇ ଜଣ କାମ କରୁଥିବାର ବେଲକେ ଢୁୁକି ଗଲା ଇଟା ବୁହି କରି ଯାଉଥିବାର ଟ୍ରାକ୍ଟର। ଦୁର୍ଘଟଣା ପରେ ଇଟା ବୋଝେଇ ଟ୍ରଲି ଲେହେଟି ପଡ଼ବାର ନୁ ଚାଲି ଯାଇଥିଲା ଦୁଇଟା ନିରୀହ ଜୀବନ । ଆର୍ ତିନ୍ ଜଣ ଆହାତ ହେଇଥିବାର ବେଲକେ ତାହାକୁ ସ୍ଥାନୀୟ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛେ । ସ୍ଥାନୀୟ ଲୋକ ଙ୍କର କହିବାର ହିସାବେ ଟ୍ରାକ୍ଟର ଦ୍ରୁତ ଗତି ରେ ଆସବାର ନୁ ଭାରସାମ୍ୟ ହରେଇ ହୋଟେଲ ଭିତର କେ ଢୁକି ଯାଇଥିଲା,ଜେନଥିର୍ ଲାଗି ଦୁଇ ଜଣ ଙ୍କର ଜୀବନ ଗଲା । ଦୁର୍ଘଟଣା ପରେ ଭୟଭୀତ ହେଇ ଟ୍ରାକ୍ଟର ଡ୍ରାଇଭର ଫେରାର ହେଇଥିବାର ସୂଚନା । ତଦନ୍ତ କରୁଛେ ଅଇଁଠାପାଲି ଥାନା ପୋଲିସ ।।




