ତାଜା ଖବର

ବାଙ୍ଗଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶକରି କେ ହଟାବାର୍ ଲାଗି ଆର୍ ଅପରାଧ ନିୟନ୍ତ୍ରଣ ଲାଗି ୧୫ ତାରିଖ ବରଗଡ଼ ବନ୍ଦ୍ ଡ଼ାକରା।

ବନ୍ଦ୍ ଡ଼ାକରା ଦେଲେ ବରଗଡ଼ ବଜରଙ୍ଗ ଦଳ ।

ବରଗଡ଼;୧୧/୦୧(ମୋର୍ ସମିୟା) ଆଏବାର ୧୫ ତାରିଖ ୧୨ ଘଣ୍ଟିଆ ବରଗଡ଼ ବନ୍ଦ୍ ଡ଼ାକରା ଦେଲା ବଜରଙ୍ଗ ଦଳ । ବରଗଡ଼ ଜିଲ୍ଲା ନୁ ବାଙ୍ଗଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶକରି କେ ହଟାବାର୍ ଲାଗି ଆର୍ ବରଗଡ଼ ରେ ଅପରାଧ ନିୟନ୍ତ୍ରଣ ଲାଗି ୧୫ ତାରିଖ ସକାଳ ର ୬ ରୁ ସନ୍ଧ୍ୟା ୬ ତକ୍ ବନ୍ଦ ଡାକରା। ବନ୍ଦ୍ କେ ସମର୍ଥନ କଲେ ଭିନଭିନ୍ ସଂଗଠନ୍। ବରଗଡ଼ ରେ ବଢ଼ି ଚାଲିଛେ ନିଶା କାରବାର, ଚୋରି, ଡକାୟତି,ଅପରାଧ । ଭୁଶୁଡ଼ି ଯାଇଛେ ଆଇନ ଶୃଙ୍ଖଳା। ବରଗଡ଼ ଜିଲ୍ଲା ରେ ବି ବଢ଼ି ଚାଲିଛେ ଅନୁପ୍ରବେଶ କାରି ଙ୍କର ସଂଖ୍ୟା ଯାହାକେ ନେଇ ଚିନ୍ତା ପ୍ରକାଶ କରିଛନ ଭିନଭିନ୍ ସଂଗଠନ । ବରଗଡ଼ ସହର କେ ଅପରାଧ ମୁକ୍ତ ଓ ବାହାରୁ ଆସି ରହୁଥିବାର ଲୋକ ଉପରେ କଡ଼ା ନଜର ରଖବାର କେ ନେଇ ପ୍ରଶାସନ ପାଖେ ଦାବି ।ଯାହାକେ ନେଇ ଗଲା କାଲି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ବୈଠକ ବସିଥିଲା । ଇ ବନ୍ଦ ଡାକରା ରେ ଜରୁରୀ କାଳୀନ ବ୍ୟବସ୍ଥା କେ ଛାଡିଦେଲେ ସରକାରୀ,ବେସରକାରୀ ଅନୁଷ୍ଠାନ,ସ୍କୁଲ,କଲେଜ, ଦୋକାନ ବଜାର, ଅଖଚକ ସବୁ ବନ୍ଦ୍ ରହିବା ବଲି ସୂଚନା ଦେଇଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!