ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଅଡ଼ୁଆ ରେ ନିଶା ମହାରଣା । ହେବେ କେଁ ଗିରଫ ?
ବଲାଙ୍ଗିର ଚନ୍ଦନଭାଟି ର ଘଟଣା ।

ବଲାଙ୍ଗିର;୧୬/୦୧(ମୋର୍ ସମିୟା) ଗଲା ୧୨ ତାରିଖ ବଲାଙ୍ଗିର ଚନ୍ଦନଭାଟି ରେ ପଡ଼ିଥିବାର ଯାତ୍ରା ରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଅଡ଼ୁଆ ରେ ନିଶା ମହାରଣା । ଯାତ୍ରା ଆରମ୍ଭ ର କିଛି ସମିୟା ପରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବାର ଅଭିଯୋଗ ଆସିଥିଲା । ଯାହାକେ ନେଇ ସଦର ପୋଲିସ ନିଜର ଆଡୁ ମାମଲା ରୁଜୁ କରିଥିଲା । ଦୁଇ ଯାତ୍ରା ଆୟୋଜକ କେ ପୋଲିସ ଗିରଫ କରିଛେ । ବଲାଙ୍ଗିର ରୁ ଗୁଟେ ପୋଲିସ ଟିମ୍ ଯାଇ ଭୁବନେଶ୍ୱର୍ ନିଶା ମହାରଣା ଙ୍କୁ ଖୋଜା ଖୁଜି କରୁଥିବାର ସୂଚନା । ଛତିଶଗଡ଼ ପରେ ଏବେ ଆକ୍ସନ ମୋଡ ରେ ବଲାଙ୍ଗିର ପୋଲିସ । ଗଲା କିଛି ଦିନ ଆଗରୁ ଏନ୍ତା ଅଶ୍ଳୀଳ ନୃତ୍ୟ ପରିବେଷଣ ଲାଗି ଛତିଶଗଡ଼ ରେ ଉପ ଜିଲ୍ଲାପାଳ ଙ୍କୁ ସ୍ଥାନାନ୍ତର ଓ ୩ ପୋଲିସ କୁ ନିଲମ୍ବନ କରାଯାଇଥିଲା ।




