ଅପରାଧତାଜା ଖବର

ଭଞ୍ଜା ର ରଫା ଚୋଟ ରେ ଗଲା ମାମୁଁ ର ଜୀବନ,ଫେର ଥରେ ଅଶାନ୍ତ ବଲାଙ୍ଗିର ସହର ।

ବଲାଙ୍ଗିର ସହର ରେ ଫେର ଗୁଟେ ହତ୍ୟା ।

ବଲାଙ୍ଗିର;୨୧/୦୧(ମୋର୍ ସମିୟା) ଭଞ୍ଜା ର ରଫା ଚୋଟ ରେ ଗଲା ମାମୁଁ ର ଜୀବନ । ଏନ୍ତା ଗୁଟେ ଘଟଣା ଘଟିଛେ ବଲାଙ୍ଗିର ତୁଳସିନଗର ପଡ଼ା ରେ । ମୃତକ ହେଲେ ଯଦୁମଣି ବଗର୍ତ୍ତି । କିନ୍ତୁ କେନ ଥୀର୍ ଲାଗି ହତ୍ୟାକାଣ୍ଡ ଘଟଲା ସେଟା ଏବେ ବି ଅସ୍ପଷ୍ଟ ରହିଛେ । ଖବର ପାଇ ଘଟଣା ସ୍ଥଳରେ ଟାଉନ୍ ପୋଲିସ ପହଞ୍ଚି ଗୁରୁତର ଅବସ୍ଥା ରେ ଯଦୁମଣି ଙ୍କୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନା ନେଇଥିଲେ । ଡାକ୍ତର ଯଦୁମଣି ଙ୍କୁ ମୃତ ଘୋଷଣା କରିଥିବାର ସୂଚନା । ସନ୍ଧ୍ୟା ସମିୟା ରେ ପଡ଼ା ର ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ କେ ନେଇ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହେଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!