ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ନବ ନିର୍ମାଣ କୃଷକ ସଂଗଠନ ତରଫ ରୁ ୨୮ ତାରିଖ ଓଡ଼ିଶା ବନ୍ଦ୍ ଡାକରା ।

ଚାଷୀ ହେଉଛନ ଗୁଲଗଲା ।

ସୋନପୁର;୨୧/୦୧(ମୋର୍ ସମିୟା) ଆଏବାର ଜାନୁୟାରୀ ୨୮ ତାରିଖ ନବ ନିର୍ମାଣ କୃଷକ ସଂଗଠନ ତରଫ ରୁ ଓଡ଼ିଶା ବନ୍ଦ୍ ଡାକରା। ସକାଳ ର ୬ ରୁ ଦିପହର ର୍ ୨ ବଜେ ତକ୍ ଅଖଚକ ବନ୍ଦ କରବେ ଚାଷୀ । ଓଡ଼ିଶା ବନ୍ଦ୍ କେ ସମର୍ଥନ କଲେ ଆର୍ ଭିନଭିନ୍ ସଙ୍ଗଠନ। ବନ୍ଦ ପାଳନ କେ ନେଇ ଆଜି ବଲାଙ୍ଗିର, ସମ୍ବଲପୁର,ବରଗଡ଼,ସୋନପୁର, ନୂଆପଡ଼ା ଜିଲ୍ଲା ର ଭିନଭିନ୍ ଚାଷୀ ସଙ୍ଗଠନ କେ ନେଇ ସୋନପୁର ଜିଲ୍ଲା ବିଶିପାଲି ଶିବ ମନ୍ଦିର ରେ ବସିଥିଲା ବୈଠକ । ଚାଷୀ ମାନଙ୍କୁ ଅପାମାନ୍ ଆର୍ ଚାଷୀ ମାନଙ୍କର ଲାଗି ଲଢେ଼ଇ କରୁଥିବାର ସଂଗ୍ରାମୀ ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କେ ନେଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କର ଇସ୍ତଫା ଦାବି ନେଇ ରାଜ ରାସ୍ତା ରେ ଗର୍ଜିବେ ଚାଷୀ । ଚାଷୀ କେ ନୌଟଙ୍କି କହି ଅଡୁଆ ରେ ସରକାର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!