ତାଜା ଖବରଦେଶ ବିଦେଶରାଜନୀତି

ପଞ୍ଚଭୂତ ରେ ଲୀନ ହେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର।

ବିମାନ ଦୁର୍ଘଟଣା ରେ ଘଟିଥିଲା ପରଲୋକ ।

ମହାରାଷ୍ଟ୍ର;୨୯/୦୧(ମୋର୍ ସମିୟା) ଗଲା ଜାନୁୟାରୀ ୨୮ ତାରିଖ ମହାରାଷ୍ଟ୍ର ର ବାରାମତି ବିମାନ ବନ୍ଦର ରନୱେ ରୁ ୧୦୦ ମିଟର ଦୂରେ ବିମାନ ଦୁର୍ଘଟଣା ହେବାର ନୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କର ଅକାଳ ବିୟୋଗ ଘଟିଥିଲା । ଇ ଦୁର୍ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଯେତେ ଜନ ବିମାନ ରେ ଥିଲେ ସମସ୍ତଙ୍କର ମୃତ୍ୟୁ ହେଇଥିଲା ।
ଆଜି ବାରାମତି ବିଦ୍ୟା ପ୍ରତିଷ୍ଠାନ ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସାଙ୍ଗେ ଶେଷକୃତ୍ୟ ସଂପନ୍ନ ହେଇଛେ । ଶେଷ ଦର୍ଶନ ଲାଗି ପ୍ରଶଂସକ ଙ୍କର ଲାଗି ବାରାମତୀ ପାଲଟିଥିଲା ଜନ ସମୁଦ୍ର।
ଶେଷ ଦର୍ଶନ ଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା,ବିଜେପି ସଭାପତି ନୀତିନ ନବୀନ,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଏନ୍ତା ଅନେକ ବରିଷ୍ଠ ନେତା ଅନ୍ତିମ ସଂସ୍କାର ଲାଗି ପହଞ୍ଚିଥିଲେ। ଅଜିତ ଙ୍କର ଦୁଇ ପୁଅ ଦେଇଥିଲେ ମୁଖାଗ୍ନି। ପଞ୍ଚଭୂତ ରେ ଲୀନ ହେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର।
ଉପ ମୁଖ୍ୟମନ୍ତ୍ରୀ ଙ୍କର ମୃତ୍ୟୁ ପରେ ମହାରାଷ୍ଟ୍ର ସରକାର ୩ ଦିନ ରାଜ୍ୟ ଶୋକ ଘୋଷଣା କରିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!