
ମହାରାଷ୍ଟ୍ର;୩୧/୦୧(ମୋର୍ ସମିୟା) ଆଜି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ତବର୍ନ ଉପ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତ ଶରତ ପାୱାର ଙ୍କର ପତ୍ନୀ ସୁନେତ୍ରା ପାୱାର। ବିମାନ ଦୁର୍ଘଟଣା ରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କର ମୃତ୍ୟୁ ପରେ ଏନସିପି ପକ୍ଷ ରୁ ସୁନେତ୍ରା ପାୱାର ଙ୍କୁ ଉପ ମୁଖ୍ୟମନ୍ତ୍ରୀ କରବାର ଲାଗି ଦାବି ହେଇଥିଲା । ବିମାନ ଦୁର୍ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କର ମୃତ୍ୟୁ ପରେ ଖାଲି ପଡ଼ିଥିଲା ଉପ ମୁଖ୍ୟମନ୍ତ୍ରୀ ପଦ। ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କର ମୃତ୍ୟୁ ପରେ କିଏ ଉପ ମୁଖ୍ୟମନ୍ତ୍ରୀ ହେବାର ନେଇ ବେଶ୍ ଚର୍ଚ୍ଚା ଦେଖବାର କେ ମିଲିଥିଲା । ଗଲା କାଲି ସବୁ ଚର୍ଚ୍ଚା ର ଅନ୍ତ ଘଟିଛେ । ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା ରେ ରାଜଭବନ ରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରେଇ ଥିଲେ । ଶପଥ ପାଠ ସମିୟା ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ରାଜ୍ୟ ସଭାପତି ସୁନିଲ ତଟକାରେ ଆର୍ ଅନେକ ନେତା ଉପସ୍ଥିତ ଥିଲେ । ଶନିବାର ରାଜ୍ୟସଭା ଏମପି ରୁ ଇସ୍ତଫା ଦେଇ ମହାରାଷ୍ଟ୍ରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ ସୁନେତ୍ରା ପାୱାର।




