ତାଜା ଖବରଦେଶ ବିଦେଶ

୬ ଦିନିଆ ଓଡ଼ିଶା ଗସ୍ତ ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିମାନ ବନ୍ଦର ରେ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ।

ବାୟୁସେନା ର ସ୍ଵତନ୍ତ୍ର ବିମାନ ରେ ପହଞ୍ଚିଲେ ରାଷ୍ଟ୍ରପତି ।

ଭୁବନେଶ୍ୱର;୦୩/୦୨(ମୋର୍ ସମିୟା) ୬ ଦିନିଆ ଓଡ଼ିଶା ଗସ୍ତ ରେ ସୋମବାର ସନ୍ଧ୍ୟା ରେ ବାୟୁସେନା ର ସ୍ଵତନ୍ତ୍ର ବିମାନ ରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିମାନ ବନ୍ଦର ରେ ଅବତରଣ ପରେ ଭବ୍ୟ ସ୍ଵାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟପାଳ ହରି ବାବୁ କମ୍ଭମପାଟି,ପୋଲିସ ଡିଜି,ପୋଲିସ କମିଶନର,ଜିଲ୍ଲାପାଳ, ଭୁବନେଶ୍ୱର ଡିସିପି। ଇ ୬ ଦିନିଆ ଗସ୍ତ ରେ ଭିନଭିନ୍ ସରକାରୀ ଆର୍ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେବେ ଭୁବନେଶ୍ୱର;୦୩/୦୨(ମୋର୍ ସମିୟା) ୬ ଦିନିଆ ଓଡ଼ିଶା ଗସ୍ତ ରେ ସୋମବାର ସନ୍ଧ୍ୟା ରେ ବାୟୁସେନା ର ସ୍ଵତନ୍ତ୍ର ବିମାନ ରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିମାନ ବନ୍ଦର ରେ ଅବତରଣ ପରେ ଭବ୍ୟ ସ୍ଵାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟପାଳ ହରି ବାବୁ କମ୍ଭମପାଟି,ପୋଲିସ ଡିଜି,ପୋଲିସ କମିଶନର,ଜିଲ୍ଲାପାଳ, ଭୁବନେଶ୍ୱର ଡିସିପି। ଇ ୬ ଦିନିଆ ଗସ୍ତ ରେ ଭିନଭିନ୍ ସରକାରୀ ଆର୍ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେବେ ରାଷ୍ଟ୍ରପତି । ଆଜି ଯାଜପୁର ଯାଇକରି ମା ବିରଜା ଙ୍କର ଦର୍ଶନ କରବେ, ନାଭିଗୟା ରେ ପିଣ୍ଡ ଦାନ ଓ ବାଲେଶ୍ଵର ଗସ୍ତ ରେ ଯାଇ ଫକୀରମୋହନ ବିଶ୍ଵବିଦ୍ୟାଳୟ ର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି, ସନ୍ଧ୍ୟା ରେ ପୁରୀ ଆସି ଲୋକସେବା ଭବନ ରେ ରାତ୍ରି ଯାପନ କରବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଙ୍କର ଗସ୍ତ କେ ନେଇ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଲାଗି ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। । ଆଜି ଯାଜପୁର ଯାଇକରି ମା ବିରଜା ଙ୍କର ଦର୍ଶନ କରବେ,ନାଭିଗୟା ରେ ପିଣ୍ଡ ଦାନ ଓ ବାଲେଶ୍ଵର ଗସ୍ତ ରେ ଯାଇ ଫକୀରମୋହନ ବିଶ୍ଵବିଦ୍ୟାଳୟ ର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି, ସନ୍ଧ୍ୟା ରେ ପୁରୀ ଆସି ଲୋକସେବା ଭବନ ରେ ରାତ୍ରି ଯାପନ କରବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଙ୍କର ଗସ୍ତ କେ ନେଇ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଲାଗି ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!